More Sports

ବହରେନ ଗ୍ରାଣ୍ଡ ପ୍ରିକ୍ସରେ ରୋମେନ ଗ୍ରୋସେନ ଦୁର୍ଘଟଣାର ଶିକାର

(ଓଡିଶା ସ୍ପୋର୍ଟସ୍): ବହରେନ ଗ୍ରାଣ୍ଡ ପ୍ରିକ୍ସ ସମୟରେ ହାସର ଡ୍ରାଇଭର ରୋମେନ ଗ୍ରୋସେନ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫ୍ରାନ୍ସର ୩୪ ବର୍ଷିୟ ଫର୍ମୁଲା ୱାନ ଡ୍ରାଇଭରର କାର ଆରମ୍ଭରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରୋମେନ ଦୁର୍ଘଟଣାରୁ ମରୁ ମରୁ ବଞ୍ଚି ଯାଇଛନ୍ତି । ତାଙ୍କ ଶରୀରର ଅନେକ ସ୍ଥାନ ଜଳିଯାଇଥିବା ଜଣାପଡିଛି, ସେ ଏବେ ଡାକ୍ତରଖାନାରେ ଅଛନ୍ତି । ଦୁର୍ଘଟଣା ଯୋଗୁଁ ପ୍ରତିଯୋଗିତାକୁ କିଛି ସମୟ ପାଇଁ ଅଟକାଇବାକୁ ପଡ଼ିଲା ।

Related posts

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:ରୌପ୍ୟ ହାସଲ କଲେ ଦୂତି

ବିଶ୍ୱ ଚମ୍ପିଆନସିପ୍: ଅନ୍ନୁ ରାଣୀ ଜାଭେଲିନ୍ ଥ୍ରୋ ର ଫାଇନାଲରେ ପ୍ରବେଶ କରିଥବା ପ୍ରଥମ ଭାରତୀୟ ମହିଳା

Odisha Sports Bureau

ରାଷ୍ଟ୍ରିୟ ସ୍ନୁକର ଚମ୍ପିଆନଶିପ୍ ଜିତିଲେ ଆଦିତ୍ୟ

Odisha Sports Bureau