Football

ରବର୍ଟ ଲିୱାଣ୍ଡୋସ୍କି ହେଲେ ଫିଫା ପ୍ଲେୟର ଅଫ ଦ ଇୟର

(ଓଡିଶା ସ୍ପୋର୍ଟସ୍): ରବର୍ଟ ଲିୱାଣ୍ଡୋସ୍କିଙ୍କୁ ଫିଫା ପ୍ଲେୟର ଅଫ୍ ଦ ଇୟର୨୦୨୦ର ଟଇଟଲ୍ ଦିଆଯାଇଛି । ନିୟୋନେଲ ମେସି ଏବଂ କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କୁ ପଛରେ ପକାଇ ପୋଲାଣ୍ଡର ୩୨ ବର୍ଷିୟ ରବର୍ଟ ଏହି ଟାଇଟଲ୍ ନିଜ ନାମରେ କରିଛନ୍ତି । ମେସି ଏବଂ ରୋନାଲ୍ଡୋ ପୂର୍ବ ୧୨ଟି ଟାଇଟଲ୍ ମଧ୍ୟରୁ ୧୧ଟି ଜିତିଥିବାବେଳେ, କିନ୍ତୁ ଏବର୍ଷ ଲେମ୍ବାଡୋକ୍ସି ଏହି ପୁରଷ୍କାର ଜିତିଛନ୍ତି । ଗତ କିଛି ମ୍ୟାଚରେ ରବର୍ଟ ଭଲ ପ୍ରଦର୍ଶନ କରିଥିଲେ । ୧୦ଟି ମ୍ୟାଚରେ ୧୫ଟି ଗୋଲ୍ ସହିତ ଲେମ୍ବାଣ୍ଡୋସ୍କି ଚମ୍ପିଆନ ଲିଗର ଶ୍ରେଷ୍ଠ ସ୍କୋରର ହୋଇଥିଲେ । ଲେମ୍ବାଣ୍ଡୋସ୍କିଙ୍କୁ ବୁନ୍ଦେଲଲିଗ୍ ରେ ଶୀର୍ଷ ସ୍କୋରର ର ମୁକୁଟ ପିନ୍ଧା ଯାଇଥିଲା । ଲେୱାଣ୍ଡୋସ୍କି ବାଇର୍ନ ମ୍ୟୁନିକ୍ ପାଇଁ ପ୍ରଥମ ଖେଳାଳି ଏବଂ ଫିଫା ପୁରସ୍କାର ଜିତିଥିବା ପ୍ରଥମ ପୋଲାଣ୍ଡର ମୂଳ ବାସିନ୍ଦା । ୨୦ ବର୍ଷ ମଧ୍ୟରେ ଏହା କେବଳ ତୃତୀୟ ଥର ପାଇଁ ବାର୍ସିଲୋନା କିମ୍ବା ରିଅଲ ମାଡ୍ରିଡ୍ର କୌଣସି ଖେଳାଳି ପୁରସ୍କାର ଗ୍ରହଣ କରିନଥିଲେ ।

Related posts

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ୟ୍ୟାୟ: ସ୍ଥାନ ପାଇଲେ ଏହି ନୂଆଁ ଖେଳାଳି

Odisha Sports Bureau

୧୦୦ ଦିନ ପରେ ଇଂରାଜୀ ପ୍ରିମିୟର ଲିଗ୍ ପ୍ରତ୍ୟାବର୍ତ୍ତନ, ମଞ୍ଚେଷ୍ଟର ସିଟି ଆର୍ସେନାଲ୍ କୁ ୩–୦ରେ ପରାସ୍ତ କଲା

ରଞ୍ଜନ ସୋରେନ ଓ ଔଲା ଶିବ ପ୍ରସାଦ ଅଣ୍ଡର-୧୬ ଜାତୀୟ ଫୁଟବଲ ଦଳରେ ସାମିଲ

Odisha Sports Bureau