Cricket

ପୁଣି ଛାତିରେ ଯନ୍ତ୍ରଣା ପରେ ହସ୍ପିଟାଲରେ ଗାଙ୍ଗୁଲି

(ଓଡିଶା ସ୍ପୋର୍ଟସ୍): ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାରକ ସୌରଭ ଗାଙ୍ଗୁଲି ପୁଣିଥରେ ହସ୍ପିଟାରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ କଲିକତାର ଆପୋଲ ଗ୍ଲେନେଆଗ୍ଲେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ଶୁକ୍ରବାର ଅର୍ଥତ୍ ୨୨ ତାରିଖ ଦିନ ତାଙ୍କ ବଡ ଭାଇ ସ୍ନେହାଶିଷ୍ ଗାଙ୍ଗୁଲିଙ୍କର ମଧ୍ୟ ଏଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା । ଜାନୁଆରୀ ୨ ତାରିଖରେ ଜିମ୍ ରେ ବ୍ୟାୟାମ କରୁଥିବା ବେଳ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠରେ ତାଙ୍କର ସଫଳ ଏଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା । ଜାନୁଆରୀ ୭ରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମିଡିଆ ସହିତ କଥାବାର୍ତ୍ତା କରିଥିଲେ । ଏହା ସହିତ ସବୁ ପ୍ରକାର ସୁବିଧା ପାଇଁ ଡ଼କ୍ଟର ଏବଂ ଷ୍ଟାଫ୍ ଙ୍କୁ ଧନ୍ୟବଦ ଜଣାଇଥିଲେ ।

According to a article, most combination birth control pills contain ethinyl estradiol, which is an estrogen component, although the doses among brands will vary. Ethinyl estradiol doses may vary between 20—35 micrograms mcg. levitra malaysia According to ACOG , high levels of androgens can also play a role in acne and excess hair growth.

Related posts

BBC କ୍ଲବ୍ ଆନୁକୁଲ୍ୟରେ ବାବାସାହେବ ଆମ୍ବେଦକର ମେମୋରିଆଲ ଟ୍ରଫି ଉଦଯାପିତ

Odisha Sports Bureau

ଭାଇରାଲ୍ ଭିଡ଼ିଓ ଦେଖି ସମସ୍ତେ ତାଜୁବ୍, ସୁରକ୍ଷା ଭାଙ୍ଗି ରୋହିତଙ୍କ ହାତ ଧରିଦେଲେ ମହିଳା

Odisha Sports Bureau

ଆଜିଠାରୁ ଦ୍ବିତୀୟ ଟେଷ୍ଟ: କୋଟଲାରେ ଭାରତ ୩୬ ବର୍ଷ ହେବ ଟେଷ୍ଟ୍ ମ୍ୟାଚ୍‌ ହାରିନାହିଁ

Odisha Sports Bureau