Cricket

ସ୍ଥଗିତ ହେଲା ଚଳିତ ବର୍ଷ ଆଇପିଏଲ

ନୂଆଦିଲ୍ଲୀ(ରିପୋଟର୍ସ ଟୁଡେ): ସାରା ଦେଶରେ କୋରୋନା ମହାମାରୀକୁ ନେଇ ସୃଷ୍ଟି ହୋଇଛି ଭୟଙ୍କର ପରିସ୍ଥିତି । ଚଳଚ୍ଚିତ୍ର ଜଗତରୁ ସାମ୍ବାଦିକତା ଜଗତ ଏବଂ ଏବେ କ୍ରୀଡା ଜଗତରେ ପାଦ ଥାପିଛି ଏହି ମହାମାରୀ । ଚଳିତ ଆଇପିଏଲ ସିଜନରେ ଗତକାଲି ଐକାଧିକ ଖେଳାଳୀ କୋରୋନାରେ ଅକ୍ରାନ୍ତ ହେବାରୁ ଚଳିତ ବର୍ଷ ଆଇପିଏଲକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ ଏନଆଇକୁ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି ।

Related posts

ବିଖ୍ୟାତ ତାମିଲ କ୍ରିକେଟ କମେଣ୍ଟେଟର ଅବଦୁଲ ଜବାରଙ୍କ ପରଲୋକ

Odisha Sports Bureau

ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍: କ୍ୱିଓ୍ଵି ବିଜୟ ପାଇଁ ପ୍ରସ୍ତୁତ ବିରାଟ ବାହିନୀ

Odisha Sports Bureau

ଇଂଲଣ୍ଡ ବିପକ୍ଷ ମ୍ୟାଚରୁ ଦୂରେଇ ରହିବେ ଗ୍ଲେନ୍ ମ୍ୟାକ୍ସୱେଲ; ଜାଣନ୍ତୁ କାହିଁକି

Odisha Sports Bureau