Cricket

ଗାଙ୍ଗୁଲିଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ବୋର୍ଡ ଅଫ କଣ୍ଟୋଲ ଫର କ୍ରିକେଟ ଇନ ଇଣ୍ଡିଆ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଆଉ ଏକ ନୂଆ ପଦବୀ । ଭାରତର ପୂର୍ବ ଅଧିନାୟକ ଅନିଲ କୁମ୍ବଲେଙ୍କ ସ୍ଥାନରେ ଏବେ ଆଇସିସିର ଚେୟରମ୍ୟାନ ଭାବେ ମନୋନୀତ ହୋଇଛନ୍ତି ଟିମ ଇଣ୍ଡିଆର ଦାଦା । ଏ ନେଇ ଆଇସିସି ତରଫରୁ ଘୋଷଣା କରାଯାଇଛି ।

Anil Kumble: India cricket advertises for new coach - BBC News
ଅନିଲ କୁମ୍ବଲେଙ୍କ ତିନି ବର୍ଷର କାର୍ଯ୍ୟକାଳ ପରେ ତାଙ୍କର ଟିମମେଟ ତଥା ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହି ଚେୟାରର ଶୋଭା ବଢାଇଛନ୍ତି । ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଗାଙ୍ଗୁଲି ଏହି ଦାୟିତ୍ୱ ତୁଲାଇବେ ବୋଲି ଆସିସି ସୂଚନା ଦେଇଛି । ଗାଙ୍ଗୁଲିଙ୍କର ଅଭିଜ୍ଞତା ଏବଂ ନେତୃତ୍ୱ କ୍ରିକେଟ ଭବିଷ୍ୟତକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିବ ବୋଲି କହିଛନ୍ତି ଆଇସିସି ଚେୟାରମ୍ୟାନ ଗ୍ରେଗ ବାର୍ସଲେ । ଏଥିସହ ଅନିଲ କୁମ୍ବଲେଙ୍କୁ ତାଙ୍କର କାର୍ଯ୍ୟକାଳ ପାଇଁ ଧନ୍ୟବାଦ କରିଛନ୍ତି ।

Related posts

ୱାନ୍ ଡେ ବିଶ୍ୱକପ୍ କାର୍ଯ୍ୟସୂଚୀ ରିଲିଜ୍ ତାରିଖ ପ୍ରକାଶ, ପିସିବିକୁ ଅଧିକ ସମୟ ଦେବନି ଆଇସିସି

Odisha Sports Bureau

ଆସନ୍ତା ୧୫ ତାରିଖରୁ ବି.ସି. ମହାନ୍ତି ସ୍ମାରକୀ ଅନ୍ତଃ ରାଜ୍ୟ ଟି/୨୦ କ୍ରିକେଟ୍‌ ମ୍ୟାଚ୍‌ ହେବ ଆୟୋଜିତ

Odisha Sports Bureau

୮ ୱିକେଟ୍ ରେ ଟିମ୍ ଇଣ୍ଡିଆକୁ ହରାଇ ନ୍ୟୁଜିଲ୍ୟାଣ୍ଡର ବୃହତ ବିଜୟ

Odisha Sports Bureau