Cricket

ଜୁନରେ ବାରବାଟୀ ଷ୍ଟାଡିଅମରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦

କଟକ: ଆସନ୍ତା ଜୁନ ମାସରେ ବାରବାଟୀ ଷ୍ଟାଡିଅମରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ମ୍ୟାଚ୍‌ ନେଇ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଏନେଇ BCCI ସଭାପତି ସୌରଭ ଗାଙ୍ଗୁଲୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି। ଫେବ୍ରୁଆରୀ ୧୫ରେ ହେବାକୁ ଥିବା ଟି-ଟ୍ୱେଣ୍ଟିଂ ବାତିଲ ହୋଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ଓ ଇଣ୍ଡିଆ ମ୍ୟାଚରେ ପରିବର୍ତ୍ତନ କରାଯାଇଥିଲା । ଏବେ କିନ୍ତୁ ଜୁନ ମାସରେ ମ୍ୟାଚ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

Related posts

ବିରାଟ କୋହଲି ସମ୍ଭାଳି ନେବେ.. ଅଗରକରଙ୍କ ଏହି ବୟାନକୁ ନେଇ କଣ କହିଲେ ପାକିସ୍ତାନକ କ୍ରିକେଟର

Odisha Sports Bureau

ସତ୍ୟତା ଉପରୁ ପରଦା ଉଠାଇଲେ ଦାଦା

Odisha Sports Bureau

ବିଶ୍ୱକପ୍ ପାଇଁ ସଜବାଜ ହେଉଛି ଦିଲ୍ଲୀ ଷ୍ଟାଡିୟମ