Cricket

ଯୁବରାଜଙ୍କ ଘରେ ରାଜକୁମାର

ନୂଆଦିଲ୍ଲୀ: ଇଣ୍ଡିଆନ କ୍ରିକେଟର ସିକ୍ସର କିଙ୍ଗ ଯୁବରାଜଙ୍କ ଘରକୁ ଆସିଛି କୁନି ରାଜକୁମାର । ଯୁବରାଜ ଏବଂ ପତ୍ନୀ ହେଜେଲଙ୍କ କୋଳରେ ଜନ୍ମ ନେଇଛନ୍ତି ଜଣେ ଶିଶୁ ପୁତ୍ର । ଏ ନେଇ ଟ୍ୱିଟ କରି ସେ ସୂଚନା ଦେଇଛନ୍ତି । ପରିବାରର ଖୁସି ସହ ସେ ଏବେ ନିଜର ପ୍ରଶଂସକମାନଙ୍କୁ ସାମିଲ କରିଛନ୍ତି । ଏଥି ସହ ରାଜକୁମାରଙ୍କ ପାଇଁ ଆର୍ଶୀବାଦ ମାଗିଛନ୍ତି ଯୁବରାଜ ।

୨୦୧୬ ନଭେମ୍ବର ୩୦ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଯୁବରାଜ ଏବଂ ହେଜେଲ । ହେଜେଲ ହେଉଛନ୍ତି ବଲିଉଡର ଜଣେ ଅଭିନେତ୍ରୀ । ଅନେକ ଗୁଡିଏ ବିଜ୍ଞାପନ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ ହେଜେଲ । ତେବେ ସଲମାନ ଖାନଙ୍କ ଫିଲ୍ମ ବର୍ଡିଗାର୍ଡରେ ସେ ଦ୍ନିତୀୟ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଥିଲେ । ସେବେଠୁ ସେ ବେଶି ପପୁଲାର ହୋଇଥିଲେ ।

Related posts

ଓଡ଼ିଆ ଅନ୍ତର୍ଜାତୀୟ ମହିଳା କ୍ରିକେଟର କରୋନାରେ ଆକ୍ରାନ୍ତ

Odisha Sports Bureau

ବିସିସିଆଇ ଅଧ୍ୟକ୍ଷ ଶୌରଭ ଗାଙ୍ଗୁଲି ଅସୁସ୍ଥ

Odisha Sports Bureau

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସମ୍ପର୍କରେ ବଡ଼ ସୂଚନା

Odisha Sports Bureau