Football Hockey

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ଇଜିପ୍ଟ ଏବଂ ଜୋର୍ଡାନ ବିପକ୍ଷରେ ଭାରତୀୟ ସିନିୟର ମହିଳା ଜାତୀୟ ଦଳର ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଜୋର୍ଡାନ ଏଫଏର ଅଫିସିଆଲ ୟୁଟ୍ୟୁବ ହ୍ୟାଣ୍ଡେଲରେ ଉପଲବ୍ଧ ହେବ। ଗୋଆର ଏକ ପ୍ରସ୍ତୁତି ଶିବିରରେ ଥିବା ବ୍ଲ୍ୟୁ ଟାଇଗ୍ରେସ୍ ଏପ୍ରିଲ୍ ୫ ରେ ଇଜିପ୍ଟ ଏବଂ ୮ ଏପ୍ରିଲ ୨୦୨୨ ରେ ଜୋର୍ଡାନରେ ଖେଳିବାର କାର୍ୟ୍ୟକ୍ରମ ରହିଛି। ଜାର୍କାର ପ୍ରିନ୍ସ ମହମ୍ମଦ ଷ୍ଟାଡିୟମରେ ଜୋର୍ଡାନ ସମୟ ୧୦:୩୦ ରେ ଉଭୟ ମ୍ୟାଚ୍ ଆରମ୍ଭ ହେବ। ଏହି ଦଳ ଏପ୍ରିଲ ୨, ୨୦୨୨ ରେ ଜୋର୍ଡାନ ଅଭିମୁଖେ ଯାତ୍ରା କରିବ ।

Related posts

ପଦକ ବିଜେତା ଭାରତୀୟ ହକି ଦଳରେ ସାମିଲ ଓଡ଼ିଶାର ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

Odisha Sports Bureau

ହକି ପ୍ରତିଯୋଗିତାରେ ଓଡ଼ିଶାର ବ୍ରୋଞ୍ଜ ପଦକ ହାସଲ

Odisha Sports Bureau

ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତ-ଜର୍ମାନୀ କଡ଼ା ଟକ୍କର

Odisha Sports Bureau