Hockey

ଶ୍ରମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତୀୟ ହକି ଖେଳାଳୀ

ପୁରୀ / ସଞ୍ଜୟ ମହାପାତ୍ର: ପୁରୀରେ ଭାରତୀୟ ହକି ଟିମ୍। ପୁରୀରେ ପହଞ୍ଚିବା ପରେ ଟିମ୍ ପ୍ରଥମେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏବଂ  ମହାପ୍ରଭୁ ଙ୍କ ଖଣ୍ଡୁଆ ପାଟ ଦେଇ ଖେଳାଳି ମାନଙ୍କ   ମନ ବଳ କୁ  ଦୃଢ଼ କରାଯାଇଛି। ତାପରେ  ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।  ଭାରତୀୟ ହକି ଦଳର କ୍ୟାପଟେନଙ୍କ ସମେତ ପ୍ରାୟ ଖେଳାଳୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ  ନେଇଛନ୍ତି। ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ହକି ଟିମ୍ ର ସଦସ୍ୟ ମାନଙ୍କୁ ସ୍ୱାଗତ କରାଯାଇଥିଲା। ତେବେ ଆସନ୍ତା ୨୯ ତାରିଖରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ହକି ଟେଷ୍ଟ ମ୍ୟାଚ ଓ ପରେ ଅଲମ୍ପିକରେ  ବିଜୟ ଆଶାକରି ଭାରତୀୟ ଦଳ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି। ସେପଟେ ପ୍ରଶାସନ ପକ୍ଷରୁ ଭାରତୀୟ ହକି ଟିମ୍ ର ସଫଳତା କାମନା କରାଯାଇଥିବା ବେଳେ ଟିମ୍ ବ୍ଲୁ ଫ୍ଲାଗ୍ ବିଚ୍ ବୁଲି ବେସ ଖୁସି ବ୍ଯକ୍ତ କରିଛନ୍ତି।

Related posts

ପରସ୍ପରକୁ ଭେଟିବେ ଜର୍ମାନୀ-ନେଦରଲାଣ୍ଡ ଓ ପାକିସ୍ଥାନ-ମାଲେସିଆ

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣା

Odisha Sports Bureau

ହକି ବିଶ୍ୱକପର ପ୍ରତିଟି ମ୍ୟାଚ ଦେଖିବା ବ୍ୟବସ୍ଥା ପ୍ରଶାସନ

Odisha Sports Bureau