Hockeyଭାରତୀୟ ହକିରେ ନୂଆ ଅଧ୍ୟାୟ; ଆସିଲା ଯୁଗଳ ସ୍ୱର୍ଣ୍ଣOdisha Sports BureauOctober 3, 2026 by Odisha Sports BureauOctober 3, 2026012 ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍ ଆଞ୍ଜେଲସ୍...
Hockeyପୁଲିସ ବାହିନୀରେ ଦଳଗତ ଭାବନା ଓ ଶୃଙ୍ଖଳା ବଢ଼ାଇପାରେ ହକି: ଆଇଜି ସତ୍ୟଜିତ ନାୟକOdisha Sports BureauSeptember 23, 2026September 23, 2026 by Odisha Sports BureauSeptember 23, 2026September 23, 2026018 ଭୁବନେଶ୍ୱର: ଓଡ଼ିଶା ସହ ହକିର ଗଭୀର ସମ୍ପର୍କ ରହିଥିବା ବେଳେ ଏହି ଖେଳର ଶୃଙ୍ଖଳା, ଦଳଗତ ଭାବନା, ସହଯୋଗ ଓ ଧୈର୍ଯ୍ୟ ଭଳି ଗୁଣ ପୁଲିସ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତାକୁ ସୁଦୃଢ଼ କରିପାରେ ବୋଲି...
Hockeyପୁରୁଷ ହକି ଦଳ ବିଶ୍ୱ ବିଜେତା ମୁକୁଟ ପିନ୍ଧିଛି ଜର୍ମାନୀOdisha Sports BureauAugust 31, 2026 by Odisha Sports BureauAugust 31, 2026034 ବେଲଜିୟମର ୱାଭ୍ରେର ବେଲଫିୟସ୍ ହକି ଆରେନାରେ ସ୍ପେନ୍କୁ ପରାସ୍ତ କରି ଜର୍ମାନୀର ପୁରୁଷ ହକି ଦଳ ବିଶ୍ୱ ବିଜେତା ମୁକୁଟ ପିନ୍ଧିଛି। ସେମାନେ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ସେମାନଙ୍କର ବିଶ୍ୱକପ୍...
Hockeyହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚOdisha Sports BureauNovember 7, 2025 by Odisha Sports BureauNovember 7, 20250200 ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସିଂଢ଼ୋଲ୍ ଗ୍ରାମ ପଞ୍ଚାୟତର ଦକ୍ଷିଣପାଲି ଗ୍ରାମରେ ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉଭୟ ପୁରୁଷ ଓ ମହିଳା ହକି ଦଳ ମାନଙ୍କ ମଧ୍ୟରେ...
Hockeyବଦଲା ନେଲା ପୁରୁଷ ହକି ଦଳ : ବାଜି ମାରିନେଲା ଇଣ୍ଡିଆOdisha Sports BureauFebruary 17, 2025February 17, 2025 by Odisha Sports BureauFebruary 17, 2025February 17, 20250111 ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ହକି କ୍ରେଜ । ଚାଲିଛି ଏଫଆଇଏଚ୍ ହକୀ ପ୍ରୋ ଲିଗ୍ ୨୦୨୪-୨୫ ମହାସମର । ଶନିବାରର ବଦଲା ରବିବାର ନେଲା ପୁରୁଷ ହକି ଦଳ । ଦୁଇ ଗୋଲ କରି...
Hockeyହକି ଇଣ୍ଡିଆ ଲିଗ୍ରେ ଓଡ଼ିଶାର ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଦ୍ବିତୀୟ ବିଜୟOdisha Sports BureauJanuary 10, 2025January 10, 2025 by Odisha Sports BureauJanuary 10, 2025January 10, 20250124 ରାଉରକେଲା : ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ରେ ଓଡ଼ିଶାର ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଦ୍ବିତୀୟ ବିଜୟ ପାଇଛି। ଗୁରୁବାର ନିଜର ପଞ୍ଚମ ମ୍ୟାଚ୍ରେ ଏହି ଘରୋଇ ଦଳ...
Hockeyହିରୋ ହକି ଇଣ୍ଡିଆ ଲିଗ୍ ମ୍ୟାଚକୁ ଦେଖିବାକୁ ଆବଶ୍ୟକତା ନାହିଁ ପାସ୍ ଓ ଟିକେଟରOdisha Sports BureauJanuary 6, 2025 by Odisha Sports BureauJanuary 6, 20250132 ରାଉରକେଲା: ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ହିରୋ ହକି ଇଣ୍ଡିଆ ଲିଗ୍ ୨୦୨୪ମ୍ୟାଚକୁ ଦେଖିବାକୁ ପାସ୍ ଓ ଟିକେଟର ଆବଶ୍ୟକତା ନାହିଁ । ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି...
Hockeyଫାଇନାଲରେ ଭାରିତୀୟ ହକି ଦଳ: ଚୀନ ସହ ହେବ ଲଢେଇOdisha Sports BureauSeptember 16, 2024September 16, 2024 by Odisha Sports BureauSeptember 16, 2024September 16, 20240143 ଏସିଆନ ଚାମ୍ପିଅନ୍ସ ଟ୍ରଫି ୨୦୨୪ର ଫାଇନାଲରେ ଭାରତୀୟ ହକି ଟିମ୍ । ସାଉଥ କୋରିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ସାଉଥ କୋରିଆକୁ ୪-୧ରେ ହରାଇଛି ଭାରତ । ଏବେ ଭାରତ...
Hockey୨-୧ରେ ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତOdisha Sports BureauSeptember 14, 2024 by Odisha Sports BureauSeptember 14, 20240126 ନୂଆଦିଲ୍ଲୀ: ଭାରତର ଦମଦାର ବିଜୟ । ପାକିସ୍ତାନକୁ ପରାସ୍ତ କଲା ହକି ଟିମ୍ । ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ । ଚୀନରେ ଚାଲିଥିବା ଏସିଆନ ଚାମ୍ପିଅନ୍ସରେ ଭାରତୀୟ...
Hockeyଜାପାନକୁ ୫-୧ ଗୋଲ୍ରେ ମାତ୍ ଦେଇଛି ଭାରତOdisha Sports BureauSeptember 9, 2024September 9, 2024 by Odisha Sports BureauSeptember 9, 2024September 9, 20240124 ନୂଆଦିଲ୍ଲୀ: ସୁଖଜିତ ସିଂଙ୍କ ଦମଦାର ଦୁଇଟି ଗୋଲ୍ ବଳରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଜାପାନକୁ ୫–୧ ଗୋଲ୍ରେ ମାତ୍ ଦେଇଛି। ଭାରତ ପକ୍ଷରୁ ସୁଖଜିତ(୨ୟ ମିନିଟ ଓ...