Cricket

ଓପନ୍ ନ୍ୟାସନାଲ ପାରା ଆଥଲେଟିକ୍ସରେ ଓଡିଶା ଚାମ୍ପିୟନ

ଭୁବନେଶ୍ୱର : ଚତୁର୍ଥ ଇଣ୍ଡିଆନ୍ ଓପନ୍ ନ୍ୟାସନାଲ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୨ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡିଶା ସମେତ ଅନେକ ରାଜ୍ୟ ଏହି ଖେଳରେ ଭାଗନେଇଥିଲେ | ସେଥିରୁ ଓଡିଶା ଟିମ ଭଲ ପଦର୍ଶନ କରି ପଦକ ହାସଲ କରିଛି | ଭାରତର ପାରାଲିମ୍ପିକ୍ କମିଟି ସହିତ ସମସ୍ତ ରାଜ୍ୟ ଆସୋସିଏସନ୍ ଏବଂ ଫେଡେରେସନ୍ ର ସଦସ୍ୟ ଡ .ଦୀପା ମଲିକ୍ ବିଜେତା ମାନଙ୍କୁ ପଦକ ପ୍ରଦାନ କରିଥିଲେ | ଏହି ଚାମ୍ପିଅନସିପି ବାଙ୍ଗାଲୋରର କାଣ୍ଟେରାଭା ଷ୍ଟାଡିୟମରେ ଖେଳାଯାଇଥିଲା | ବିଜେତା ମାନଙ୍କ ପାଇଁ ଓଡିଶା ଗର୍ବିତ ବୋଲି ଟିମ ମୁଖ୍ୟ କମଳାକାନ୍ତ ରଥ ଏବଂ ପାରାଲିମ୍ପିକ୍ କମିଟି ସଭାପତି ଡ଼.ଦୀପା ମଲ୍ଲିକ କହିଛନ୍ତି |

Related posts

ଅଷ୍ଟ୍ରେଲିଆ ସିରିଜ୍ ହୋଇ ପାରେ ଶେଷ ସରିଜ

Odisha Sports Bureau

ଭାରତ-ପାକ୍ ମ୍ୟାଚ୍ରେ ନିୟୋଜିତ ହେବେ ସ୍ନାଇପର

ଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ପାଇଁ ବାର୍ବାଡୋସରେ ପହଞ୍ଚିଛି ଏକ ସ୍ୱତନ୍ତ୍ର ବିମାନ

Odisha Sports Bureau