Cricket

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଧୋନିଙ୍କ ଭିଡିଓ

ନୂଆଦିଲ୍ଲୀ: ଖେଳ ଜଗତର ଅଧିନାୟକ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଆଉ ଏବେ ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏବେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଇ ଭିଡିଓରେ ଧୋନି ବାଦ୍‌ଶାଙ୍କ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଏବଂ ତାଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା, ଈଶାନ କିଶନ ଓ କୃନାଲ ପାଣ୍ଡ୍ୟା ଏକାଠି ଥିବା ଭିଡିଓରେ ଦେଖିବାକୁ ମିଳିଛି। ଖବର ଅନୂଯାୟୀ ଦୁବାଇରେ ଏକ ବାଥଡେ ପାର୍ଟିରେ ଉକ୍ତ କ୍ରିକେଟରଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ଧୋନି ଆନ୍ତର୍ଜତିୟ କ୍ରିିକେଟରୁ ଅବସର ନେବା ପରେ ତାଙ୍କୁ ବହୁତ କମ୍ ବାହାରେ ଦେଖିବାକୁ ମିଳୁଛି । ନିକଟରେ କେଦାର ଯାଦବଙ୍କୁ ତାଙ୍କ ରାଞ୍ଚିସ୍ଥିତ ଫାର୍ମ ହାଉସ୍ ବୁଲାଉଥିବା ଏକ ଭିଡିଓରେ ନଜରକୁ ଆସିଥିଲେ। ଆଉ ଏବେ ଏହି ଭିଡିଓ ।

Related posts

ଏହି ୨୩ ବର୍ଷୀୟ ବ୍ୟାଟସମ୍ୟାନ୍ ଟି-୨୦ କ୍ରିକେଟରେ କେବେ ୦ ରେ ଆଉଟ୍ ହୋଇନଥିଲେ, ୨୦୦୦ ରନ କରି ବିଶ୍ୱ ରେକର୍ଡ କରିଥିଲେ, IPLରେ ଆତଙ୍କ ସୃଷ୍ଟି କରିଥିଲେ

ବିରାଟ, ରୋହିତ କଳି: ମଧ୍ୟସ୍ଥତା କରିବ ବିସିସିଆଇ

Odisha Sports Bureau

ଆଜି ପଞ୍ଜାବକୁ ଭେଟିବ ରାଜସ୍ଥାନ

Odisha Sports Bureau