Football

ଇଂଲଣ୍ଡ-ଫ୍ରାନ୍ସ ପ୍ରଥମ ଥର କ୍ବାର୍ଟରରେ ହେବେ ଆମ୍ନାସାମ୍ନା

ଦୋହା : ଅଜି ପୂର୍ବଥରର ଚମ୍ପିଆନ ଫ୍ରାନ୍ସ ଓ ୧୯୬୬ ଚମ୍ପିଆନ ଇଂଲଣ୍ଡ ମଧ୍ୟରେ ୪ର୍ଥ କ୍ବାର୍ଟର ଚଳିତ ଫିଫା ବିଶ୍ବକପରେ ଫାଇନାଲ ମ୍ୟାଚ ଖେଳାଯିବ । ହେବାକୁ ଥବବା ମ୍ୟାଚଟି ଅଲଖୋରର ଅଲବାୟତ ଷ୍ଟାଡ଼ିୟମରେ ଖେଳାଯିବ। ଉଭୟ ଦଳର ଗ୍ରୁପ ଲିଗ୍ ଓ ରାଉଣ୍ଡ-୧୬ରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଆଗାମୀ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ଯାହା ରେକର୍ଡ ଦୃଷ୍ଟିରୁ ଇଂଲଣ୍ଡର ପଲା ଭାରି ରହିଛି ଫ୍ରାନ୍ସ ବିପକ୍ଷରେ । ବିଶ୍ୱକପରେ ଦୁଇଥର ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ ପୂର୍ବରୁ । ଦୁଇଟି ଯାକ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଛି । ଏହି ବର୍ଷର ପ୍ରଦର୍ଶନକୁ ଦେଖିଲେ ଇଂଲଣ୍ଡ ବିପକ୍ଷରେ ଫ୍ରାନ୍ସ ଆଗରେ ରହିଛି ।

 

Related posts

୯ ମାସ ଧରି ଚାଲିଥିବା ୟୁକ୍ରେନ-ରୁଷିଆ ଯୁଦ୍ଧରେ ବିରତି ଆଣିବାକୁ ଅନୁରୋଧ କରିଛି ଫିଫା

Odisha Sports Bureau

ଚେନ୍ନାଇୟିନକୁ ‘ଡ୍ର’ ରେ ଅଟକାଇଲା ଜମଶେଦପୁର

Odisha Sports Bureau

ସେମିଫାଇନାଲ୍‌ରେ ବିଶ୍ୱର ଶୀର୍ଷ ୪ ଦଳ