Hockey

ପୂର୍ଣ୍ଣ ଦର୍ଶକରେ ଖେଳାଯିବ ହକି ବିଶ୍ୱକପର ସବୁ ମ୍ୟାଚ:ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ପୂର୍ଣ୍ଣ ଦର୍ଶକରେ ହେବ ମ୍ୟାଚ । ହକି ବିଶ୍ୱକପ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ପୂର୍ଣ୍ଣ ଦର୍ଶକରେ ଖେଳାଯିବ ହକି ବିଶ୍ୱକପର ସବୁ ମ୍ୟାଚ । ଏହାସହିତ ରାଉଲକେଲାରେ ମଧ୍ୟ ଖେଳାଳି ରହିବାର ବ୍ୟବସ୍ଥା ହୋଇଛି । ସେହିପରି ହୋଟେଲ ତାଜ ଗ୍ରୁପ କରିବ ମ୍ୟାନେଜମେଟଂ ବ୍ୟବସ୍ଥା । କୈାଣସି ବାଧ୍ୟତାମୂଳକ ଗାଇଡଲାଇନ ନାହିଁ; କେବଳ ପରାମର୍ଶ । ଅଲମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ କରିଥିଲା ,ବିଶ୍ୱକପରେ କରିବ । ଆୟୋଜନ କ୍ଷେତ୍ରରେ ଓଡିଶା ଇତିହାସ ରଚିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

 

Related posts

ରାଜ୍ୟଗୋଷ୍ଠୀ ହକି ଦଳରେ ସ୍ଥାନ ପାଇଲେ ଏକମାତ୍ର ଓଡ଼ିଆ ଅମିତ

ହକି ବିଶ୍ୱ କପର ଲାଇଭ ଦେଖିବ ଓଡିଶାବାସୀ

Odisha Sports Bureau

୧୫୦ ତମ ମ୍ୟାଚ ଖେଳି ରେକର୍ଡ଼ କଲେ ଓଡ଼ିଆ ଝିଅ ଲିଲିମା

Odisha Sports Bureau