Hockey

ଦ୍ଵିତୀୟ ବିଦେଶୀ ଟିମ ଭାବେ ଭୁବନେଶ୍ୱରରେ ପହଁଚିଲା ଚିଲି ହକି ଟିମ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲା ଚିଲି ହକି ଟିମ | ଦ୍ଵିତୀୟ ବିଦେଶୀ ଟିମ ଭାବେ ଭୁବନେଶ୍ୱରରେ ପହଁଚିଲା ଚିଲି ହକି ଟିମ | ପୂର୍ବରୁ ଭରିତୀ ଏବଂ ନେଦରଲାଣ୍ଡ ଦଳ ପହଂଚି ସାରିଥିବା ବେଳେ ଆଜି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି ଚିଲି ହକି ଟିମ | ତେବେ ଓଡିଶାରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ଜାନୁଆରୀ ୧୩ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ ବିଶ୍ୱକପ୍ ହକି ।

Related posts

ମାଲେସିଆ ଗସ୍ତରେ ୪ ଓଡ଼ିଆ ମହିଳା ହକି ଖେଳାଳି

Odisha Sports Bureau

ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରିଛି

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସ ହକି ସେମିଫାଇନାଲରେ ଭାରତ

Odisha Sports Bureau

Leave a Comment