Hockey

ଦ୍ଵିତୀୟ ବିଦେଶୀ ଟିମ ଭାବେ ଭୁବନେଶ୍ୱରରେ ପହଁଚିଲା ଚିଲି ହକି ଟିମ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲା ଚିଲି ହକି ଟିମ | ଦ୍ଵିତୀୟ ବିଦେଶୀ ଟିମ ଭାବେ ଭୁବନେଶ୍ୱରରେ ପହଁଚିଲା ଚିଲି ହକି ଟିମ | ପୂର୍ବରୁ ଭରିତୀ ଏବଂ ନେଦରଲାଣ୍ଡ ଦଳ ପହଂଚି ସାରିଥିବା ବେଳେ ଆଜି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି ଚିଲି ହକି ଟିମ | ତେବେ ଓଡିଶାରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ଜାନୁଆରୀ ୧୩ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ ବିଶ୍ୱକପ୍ ହକି ।

Related posts

ରାଜ୍ୟଗୋଷ୍ଠୀ ହକି ଦଳରେ ସ୍ଥାନ ପାଇଲେ ଏକମାତ୍ର ଓଡ଼ିଆ ଅମିତ

ଚାମ୍ପିୟନ ଜୁଭେଣ୍ଟସ ପ୍ରତିଯୋଗିତାରେ ଅପରାଜେୟ ରେକର୍ଡ

Odisha Sports Bureau

କଡା ସୁରକ୍ଷା ଭିତରେ ରହିବ କଳିଙ୍ଗ ଷ୍ଟାଡିୟମ

Odisha Sports Bureau