Cricket

ଦିଲ୍ଲୀକୁ ୪ୱିକେଟରେ ହରାଇଲା ଗୁଜୁରାଟ ।

ଦ୍ୱିତୀୟ ଥର ବିଜୟୀ ହୋଇଛି ଗୁଜୁରାଟ ଟାଇଟନ୍ସ । ଆଇପିଲଏ ୨୦୨୩ର ଦ୍ୱିତୀୟ ମ୍ୟାଚରେ ପୁଣି ବାଜିମାରିନେଲା ହରର୍ଦ୍ଦିକ ପାଣ୍ଡ୍ୟା । ଦିଲ୍ଲୀକୁ ୪ୱିକେଟରେ ହରାଇଲା ଗୁଜୁରାଟ । ଗୁଜୁରାଟ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୬୨/୮ ସ୍କୋର କରିଥିଲା । ସେପଟେ ଲକ୍ଷ୍ୟକୁ ପିଛା କରୁଥିବା ଗୁଜରାଟ ମଧ୍ୟ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ହାର୍ଦ୍ଦିକଙ୍କ ଟିମ୍ ଏହି ଲକ୍ଷ୍ୟକୁ ୪ ଓ୍ଵିକେଟ ହରାଇ ଆଉ ୧୧ ବଲ୍ ଥାଇ ୧୮.୧ ଓଭରରେ ଜିତିନେଇଥିଲା ।

Related posts

୬ ଓ୍ଵିକେଟ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି ସନରାଇଜର୍ସ ହାଇଦ୍ରାବାଦ

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅସଦାଚରଣ ଅଭିଯୋଗ: ଏମସିସିର ୩ ସଦସ୍ୟ ନିଲମ୍ବିତ

ମୋଟା ଅଙ୍କର ଫାଇନ୍ ଲଗାଇଲା BCCI