Cricket

ଓଡିଆ କ୍ରିକେଟ ଦଳର କୋଚ ହେଲେ ଦୀନେଶ ମୋଙ୍ଗିଆ ଓ ରୁମେଲି ଧର

ଭୁବନେଶ୍ୱର: ଓଡ଼ିଶା କୋଚ ନିଜୁକ୍ତିରେ ସିନିୟର ମହିଳା ଦଳର ମୁଖ୍ୟ ରୁମେଲି ଧରଙ୍କୁ ନିଜୁକ୍ତି ମିଳିଛି ।ସେହିପରି ପୁରୁଷ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିବେ ଦୀନେଶ ମୋଙ୍ଗିଆ । ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ପୁରୁଷ ଓ ମହିଳା କୋଚ୍ ଦାୟିତ୍ୱ ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ପୁରୁଷ ଓ ମହିଳା କୋଚ୍ ଦାୟିତ୍ୱ ଦେଇଛି ।ଦୀନେଶ ମୋଙ୍ଗିଆ୫୭ ଆନ୍ତର୍ଜାତୀୟ ମ୍ୟଚ ଖେଳିଛନ୍ତି ତା ସହ ଗେଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି । ସେହପିରି ରୁମେଲି ଭାରତ ପକ୍ଷରୁ ୪ଟି ଟେଷ୍ଟ, ୭୮ଟି ଦିନିକିଆ ଓ ୧୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ୍ ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ପୁରୁଷ ଓ ମହିଳା କୋଚ୍ ଦାୟିତ୍ୱ ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ ।ବରିଷ୍ଠ ପୁରୁଷ ଚୟନ କମିଟିରେ ସୌରଜିତ ମହାପାତ୍ର ଓ ସୁବିତ ବିଶ୍ୱାଳ ସଦସ୍ୟ ଅଛନ୍ତି । ଜୁନିୟର ପୁରୁଷ ଦଳର ପ୍ରଭଞ୍ଜନ ମଲ୍ଲିକଙ୍କୁ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି ।ସଦସ୍ୟ ଅଛନ୍ତି ନିରଞ୍ଜନ ବେହେରା ଓ ଶୁଭ୍ରଜିତ ସାହୁ । ସେହିପରି ରଶ୍ମିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ମହିଳା ଦଳ ଚୟନ କମିଟି । ଏଥିରେ ସସ୍ମିତା ପଟ୍ଟନାୟକ, ମଧୁସ୍ମିତା ମହାପାତ୍ର, ଗଙ୍ଗୋତ୍ରୀ ବେହେରା ଓ ସୁଧାଂଶୁବାଳ ସାହୁ ସଦସ୍ୟ ହୋଇଛନ୍ତି ।

 

Related posts

ରେକର୍ଡ ଭାଙ୍ଗିଲା Disney+Hotstar : ସେମି ଫାଇନାଲ ସମୟରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟିରେ ପହଞ୍ଚିଲା

Odisha Sports Bureau

ସୁପର–୮ରେ ଭାରତକୁ ଝଟକା, ସେମି ରେସ୍ ଜଟିଳ

Odisha Sports Bureau

ପାକିସ୍ତାନ ସହ ଭାରତ ଖେଳିବା ନେଇ ନିଷ୍ପତ୍ତି ନେବ ବିସିସିଆଇ

Odisha Sports Bureau