Cricket

ପଏଣ୍ଟ ଟେବୁଲରେ ୬ ନମ୍ବରରେ ଅଛି ଚେନ୍ନାଇ

ବାଙ୍ଗଲୋର :ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଆଜି ସଂନ୍ଧ୍ୟା ୭ଟା ୩୦ରେ ଅନୁଷ୍ଠିତ ହେବ ।ରୋୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ହୋମ ଗ୍ରାଉଣ୍ଡରେ ଖେଳାଯିବ । ଭାରତର ଦୁଇ ଜଣ ଦିଗଜ ଖେଳାଳିଙ୍କ ବିପକ୍ଷରେ ଖେଳିବାର ଦେଖିବାକୁ ମିଳିବ ଏନେଇ ଦର୍ଶକ ମ୍ୟାଚ୍ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ।ଚେନ୍ନାଇ ସୁପର କିଙ୍ଗସ୍କୁ ଭେଟିବ ୫ ଥର ଚାମ୍ପିୟନ୍ ହୋଇଥିବା ବେଳେ ଆରସିବି ଥରେ ମାତ୍ର ଜିତି ନାହିଁ ।ଧୋନି ଓ ବିରାଟଙ୍କ ବହୁ ମାତ୍ରାରେ ଫ୍ୟାନ ଅଛନ୍ତି । ଆଜିର ମ୍ୟାଚ ପଇଁ ତାଙ୍କ ଫ୍ୟାନମାନେ ଖୁବ ଉତ୍ସହିତ ଅଛନ୍ତି ।
ଚେନ୍ନାଇ ଏବେଯାଏ ୪ଟି ମ୍ୟାଚ ଖେଳିଛି ଦୁଇଟି ଜିତିଛି ୨ଟି ହାରିଛି ଏହା ସସ ରନ ରେଟ ପଏଣ୍ଟରେ ୬ନମ୍ବରରେ ୦.୨୨୫ରେ ରହିଛି ।ସେହିପରି ରୋୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ୭ନମ୍ବରରେ ଅଛି ୪ଟି ମ୍ୟାଚ ଖେଳି ୨ଟି ବିଜୟ ୨ଟି ପରାଜୟ ହୋଇଛି । -୦.୩୧୬ରେ ରହିଛି ।

 

Related posts

ଟି-୨୦ରେ ପରାସ୍ତ ହେବା ସହ ୨-୧ରେ ସିରିଜ ହାରିଲା ଟିମ ଇଣ୍ଡିଆ

Odisha Sports Bureau

ମୁମ୍ବାଇ ବିପକ୍ଷରେ ବିଜୟ ମୋ ବାପାଙ୍କୁ ସମର୍ପିତ

ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ; ଏହି 15 ଖେଳାଳି ସ୍ଥାନ ପାଇଲେ

Odisha Sports Bureau