Cricket

ସଚିନଙ୍କୁ ୫୦ ବର୍ଷ

ଆଜିହେଉଛିକ୍ରିକେଟରଭଗବାନ ତଥା ସଚିନ ତେନ୍ଦୁଲକରଙ୍କବାର୍ଥଡେ । ଆଜିତାଙ୍କୁ ୫୦ ବର୍ଷହୋଇଛି ।ସଚିନ ୨୪ ଏପ୍ରିଲ ୧୯୬୩ ରେ ଜନ୍ନ ହୋଇଥିଲେ ।୧୯୮୯ ପାକିସ୍ତାନ ବିପକ୍ଷରେ ପ୍ରଥମେମ୍ୟାଚଖେଳିକ୍ୟାରିୟର ଆରମ୍ଭ କରିଥିଲେ ।ସେହିମ୍ୟାଚପରେସଚିନ ଦେଶରକ୍ରିକେଟରମାନଙ୍କୁ ନୂଆ ଦିଗ ଦେଖାଇଛନ୍ତି ।
ସଚିନ ତାଙ୍କକ୍ୟାରିୟରରେ ଅନେକବଡରେକର୍ଡସୃଷ୍ଠିକରିଛନ୍ତି, ଯାହାକୁଭାଙ୍ଗିବାକଷ୍ଟ ।ତେନ୍ଦୁଲକରଯେତେବେଳେ ପଡିଆକୁ ଆସନ୍ତି ,ସେବ୍ୟାଟିଂସହିତ ଏକ ରେକର୍ଡସୃଷ୍ଟିକରନ୍ତି ।ତାଙ୍କରଏହି ଚମକ୍ରାର ପ୍ରଦର୍ଶନ ହେତୁତାଙ୍କୁ ‘ଗଡ୍ ଅଫ କ୍ରିକେଟ’ ବୋଲିକୁହାଯାଏ ।ତେବେ ଆସନ୍ତୁଜାଣିବାତାଙ୍କରକିଛରେକର୍ଡସମ୍ପର୍କରେଜାହାକୁ ଆଗକୁକେହିଭାଙ୍ଗି ପାରିବେ ନାହିଁ ।
ଆନ୍ତର୍ଜାତୀୟକ୍ରକେଟରତିନୋଟି ଫର୍ମାଟରେମୋଟ ୧୦୦ଶତକ ହାସଲକରିଛନ୍ତି ।ଏହା ଏକ ବହୁତବଡରେକର୍ଡ ।ଯାହାଅନ୍ୟ କୌଣସିବ୍ୟାଟ୍ସମ୍ୟାନଙ୍କ ଦ୍ୱାରାଭାଙ୍ଗିବାକଷ୍ଟ ।ସବୁଠୁ ଅଧିକ ୱାନ୍ ଡେ’ ଏବଂଟେଷ୍ଟ୍ କ୍ରିକେଟରେସଚିନ ତେନ୍ଦୁଲକର ସର୍ବାଧିକ ରନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୩୦,୦୦୦ ରୁଅଧିକର ରନ କରିଛନ୍ତି । ତାଙ୍କର ମୋଟ ତାଙ୍କର ମୋଟ ରନ୍ ହେଉଛି ୩୪,୩୫୭।ସଚିନ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି ଯିଏକି ୨୦୦ଟି ଅନ୍ତର୍ଜାତୀୟ ଟେଷ୍ଟ; ମ୍ୟାଚ୍ ଖେଳିଛନ୍ତି। ସଚିନ ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି । କେବଳ ଟେଷ୍ଟ୍ରେ ନୁହେଁ, ଦୁନିଆରେ ସବୁଠାରୁ ଅଧିକ ୱାନ୍ ଡେ’ ଖେଳିବାର ରେକର୍ଡ ମଧ୍ୟ ରହିଛି, ସଚିନ ୪୬୩ ଟି ୱାନ୍ ଡେ’ ଖେଳିଛନ୍ତି।ସଚିନ ତେନ୍ଦୁଲକର ଇତିହାସର ଏକମାତ୍ର କ୍ରିକେଟର୍ ଯିଏକି ବିଶ୍ୱକପ୍ରେ ୨୦୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ସେ ୬ଟି ବିଶ୍ୱକପ୍ରେ ୨୨୭୮ରନ୍ ସଂଗ୍ରହ କରିଛନ୍ତି।ସଚିନ୍ ତେନ୍ଦୁଲକର ଦିନିକିଆରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଁ ରେକର୍ଡ ରଖିଛନ୍ତି।ସଚିନ୍ ବ୍ୟାଟିଂ ବ୍ୟତୀତ ସଚିନ ତେନ୍ଦୁଲକର ମଧ୍ୟ ବୋଲିଂରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ଶେଷ ଓଭରରେ ସେ ଦୁଇଥର ୬ ରୁ କମ୍ ରନ୍ରେ ବଞ୍ଚେଇଛନ୍ତି।ତେନ୍ଦୁଲକର ୧୬ ବର୍ଷ ବୟସରେ କ୍ରିକେଟ୍ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଖେଳିବା ଜାରି ରଖିଥିଲେ। ସେ ୨୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ।ମଧ୍ୟ ଅନେକ ଅର୍ଦ୍ଧଶତକ । ଏହା ଏକ ବଡ ରେକର୍ଡ ହୋଇଥିବା ବେଳେ କୌଣସି ଖେଳାଳି ଏହାକୁ ଭାଙ୍ଗିବା କଷ୍ଟକର।ହାସଲ କରିଛନ୍ତି।

 

Related posts

ଅଭ୍ୟାସ ଅଧିବେଶନରେ ବିରାଟ କୋହଲିକୁ ବିଶେଷ ଉପହାର ଦେଲେ ସାର୍ ୱେସଲେ

ହାର୍ଦ୍ଦିକଙ୍କ ଜାଗାରେ କିଏ ଖେଳିବ ମ୍ୟାଚ୍?

Odisha Sports Bureau

ପ୍ଲେ ଅଫ୍‌ରେ ଗୁଜରାଟ ସହ ବେଙ୍ଗାଲୁରୁ, ପଞ୍ଜାବ

Leave a Comment