Cricket

ବିରାଟ- ଗୌତମଙ୍କୁ ଅଧିକ ଦଣ୍ଡ ମିଳୁ

ରବିବାର ମ୍ୟାଚରେ ଲକ୍ଷେ୍ନø ସୁପର ଜିଆଣ୍ଟ ଓ ରୋୟାଲ ଚ୍ୟାଲେଞ୍ଜର ବ୍ୟଙ୍ଗଲୋର ମଧ୍ୟରେ ହୋଇଥିବା ମ୍ୟଚରେ ଆରସିବି ଜିତିଥିଲା । ଜିତିବା ପରେ ପରମ୍ପରା ରହିଛ ଦୁଇଟି ଟିମ ପରସ୍ପରକୁ ହାତ ମେଳାଇବେ । ଠିକ ସେତିବି ବେଳେ ବିରାଟ କୋହଲୀ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଉତ୍ତେଜନ୍ନା ମୂଳକ କଥା କଟାକଟି ଦେଥିବାକୁ ମିଳିଥିିଲା । ଏହି ସବୁ ଦେଖି ଈଉଉଓ ସେମାନଙ୍କର ୧୦୦ ପ୍ରତିଶତ ଆଇପିଏଲ ଫି କଟାଦେଇଛନ୍ତି । ବିସିସିଆଇ ଏହି ନିସ୍ପତି ପରେ ତାଙ୍କୁ ଇଣ୍ଡିଆର ଦୁଇ ଦ୍ଦିଗଜ ଖେଳାଳି ସୁନିଲ ଗାଭାସ୍କର ଓ ବିରେନ୍ଦ୍ର ସେହୱାଗ ପ୍ରତିକ୍ରିୟା ଦେଇ କହିଛନ୍ତି ଶହେ ପ୍ରତିଶତ ଫି କାଟିବା ତାଙ୍କ ପାଇଁ ଯଥେଷ୍ଟ ନୁହେଁ । ସେମାନଙ୍କୁ ଆହୁରି ଅଧିକ ଦଣ୍ଡ ଦେବା ଆବଶ୍ୟକ ।
ଆଇପିଏଲ କୋଡ ଅଫ କଣ୍ଡକ୍ଟ ହିସାବରେ ଆଇପିଏଲରେ ଯଦି କେହି ନିୟମ ବିରୁଦ୍ଧରେ କାମ କରନ୍ତି ତେବେ ତାହା ବୋଡର ଅବମାନନା ହୋଇଥାଏ । ତେଣୁ ଗମ୍ଭୀର ଓ କୋହଲିଙ୍କୁ ଆର୍ଟିକିଲ ୨.୨୧ ହିସାବରେ ତାଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଇଛି । ଆର୍ଟିକିଲ ୨ ହିସାବରେ ନିୟମ ରହିଛ ଅମ୍ପାୟାର ଓ ରେଫେରି ଯେଉଁ ନେବେ ସେହି ହିସାବରେ ଦଣ୍ଡ ଦିଆଯିବ ।

Related posts

ଗେଲଙ୍କ ପୁରୁଣା ଅବତାର

Odisha Sports Bureau

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

Odisha Sports Bureau

ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିକାଙ୍କୁ ହୃଦୟରୁ ପ୍ରଶଂସା କରି କହିଛନ୍ତି, “ସେ ମୋ ଜୀବନରେ ଆସିବା ପରଠାରୁ ସବୁ କିଛି ବଦଳିଯାଇଛି”

Odisha Sports Bureau