Cricket

ମୁମ୍ବାଇ ଇଣ୍ଡିଆନ୍ସ ଟିମର ଭିଡିଓ ଭାଇରାଲ

ମୁମ୍ବାଇ ଇଣ୍ଡିଆକ୍ସ ଟିମର ଏକ ଭିଡିଓ ଏବେ ଗଣ ମାଧ୍ୟମରେ ଖୁବ ଭାଇରାଲ ହୋଉଛି ।ସେହି ଭିଡିଓରେ ଦେଖିବାକୁ ମିଳୁଛି ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ, ଟିମ ଡେଭିଡ, କ୍ୟାମରୁନ ଗ୍ରୀନ, ତିଲକ ବର୍ମା ଏବଂ ଈଶାନ କିଶନ ନଜର ଆସୁଛନ୍ତି । ଇସାନ କିସାନ ଭିଡିଓରେ ଦେଖିବାକୁ ମିଳିଛି କି, ସବୁ ଖେଳାଳି ସ୍ୱାଗ ମୁଡ୍ରେ ଗୀତର ତାଳେ ତାଳେ ପୋଜ୍ ଦେଉଛନ୍ତି । ଭିଡିଓରେ ଏକ ସ୍ଥାନରେ ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ, ଟିମ ଡେଭିଡ, କ୍ୟାମରୁନ ଗ୍ରୀନ, ତିଲକ ବର୍ମା ଏମାନେ ପୂର୍ବରୁ ଠିଆ ହୋଇଥିବା ବେଳେ ଈଶାନ କିଶନ ଚାଲି ଚାଲି ଆସି ସବୁ ନିଜ ନିଜ ସ୍ୱାଗ ଷ୍ଟାଇଲରେ ପୋଜ ଦେଉଛନ୍ତି । ଏହାକୁ ଫ୍ୟାନ୍ସ ଦେଖି ମଧ୍ୟ ବେଶ୍ ଖୁସି ରହିଛନ୍ତି ।
ଭିଡିଓଟି ଗତ ୬ ଦିନ ତଳେ ସୁଟିଂ କରାଯାଇଥିଲା । ଗତ ରବିବାର ଦିନ ରାଜସ୍ଥାନ ରୟାଲ୍ସ ଠାରୁ ଜିତିବା ପରେ ଖୁସି ମୁଡରେ ମୁମ୍ବାଇ ଇଣ୍ଡିଆନ୍ସର ବଏ ଏମିତି ଭିଡିଓ କରି ପୋଷ୍ଟ କରିଥିଲେ । ଆଉ ଏହି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

Related posts

ପାକିସ୍ତାନ କ୍ରିକେଟକୁ ବଡ ଝଟକା

Odisha Sports Bureau

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭ୍ୟାସ ସେଶନର ଏକ ମଜାଦାର ଭିଡିଓ

Odisha Sports Bureau

ପାଞ୍ଚଭାଇଙ୍କ କୀର୍ତ୍ତିମାନ: ଓଡ଼ିଶା କ୍ରିକେଟର ପଞ୍ଚୁ ପାଣ୍ଡବ

Odisha Sports Bureau