Uncategorized

ପଦକ ଜିତିଲେ ଫେସବୁକ ପ୍ରତିଷ୍ଠାତା

ମେଟା(ଫେସବୁକ),ହ୍ୱାଟ୍ସଆପ, ଇଣ୍ଟାଗ୍ରାମର ମାର୍କ ଜୁକରବର୍ଗ ସଫଳିତ ଫ୍ଲାଟଫର୍ମ ରହିଛି । ମାର୍କ ଜୁକରବର୍ଗ ସବୁବେଳେ ନିଜକୁ ଭିନ୍ନ ଭିନ୍ନ କାର୍ଯ୍ୟରେ ନିଜକୁ ଜଡିତ ରଖନ୍ତି । ମାର୍କ ଜୁକରବର୍ଗ ନିକଟ ଇଣ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଠାରେ ଦେଖିବାକୁ ମିଳୁଛି ଯେ ସେ କୋଣସି ଖେଳରେ ଭାଗ ନେଇ ପଦକ ଜିତିଛନ୍ତି । ଆତ୍ମରକ୍ଷା କୌଶଳ ଉପରେ ପର୍ୟ୍ୟବେସିତ ଜିଉ ଜିସୁ ଟୁର୍ଣ୍ଣାମେଣ୍ଟ୍ରେ ଅଂଶଗ୍ରହଣ କରି ସେ ନିଜ ଦଳ ପାଇଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଜୁକରବର୍ଗ ଏହି ସୂଚନା ଇନଷ୍ଟାଗ୍ରାମ୍ ଜରିଆରେ ଦେଇଛନ୍ତି। ଏହି ପୋଷ୍ଟପରେ ତାଙ୍କର ଫ୍ୟାନମାନେ କାଙ୍କୁ ଶୁଭ କାମନା ଜଣାଇଛନ୍ତି ।

ସେହିପରି କିଛି ଦିନ ତଳେ ସେ ସିଲାଇ ଶିଖି ନିଜ ଝିଅ ପାଇଁ ୩ଡି ଡ୍ରେସ୍ ତିଆରି କରିଥିଲେ।ସେହି ଡ୍ରେସ ତାଙ୍କ ଝିଅ ପିନ୍ଧିବାପରେ ଷ୍ଟୋରୀ ସେୟାର କରିଥିଲେ ।

Related posts

ଡ୍ରିମ ୧୧ ନାଁରେ ୪୦ ହଜାର କୋଟି ଟଙ୍କାର ଟ୍ୟାକ୍ସ ଠକିଥିବା ଅଭିଯୋଗ

Odisha Sports Bureau

ଭିନେଶ ଫୋଗଟ୍‌ଙ୍କୁ ମିଳିବ କି ଯୁଗ୍ମ ରୌପ୍ୟ ପଦକ? ଆଜି ଆସିବ ରାୟ

Odisha Sports Bureau

ନୀତାଙ୍କୁ ସ୍ପୋର୍ଟ୍ସ ଲିଡର-ଅଫ୍‌-ଦି-ଇୟର ପୁରସ୍କାର

Odisha Sports Bureau