Hockey

ଜାତୀୟ ବାଳିକା ହକି ପ୍ରତିଯୋଗିତା : ୫ଟି ମ୍ୟାଚରେ ୬୧ଗୋଲ୍

ରାଉରକେଲା : ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଉଥିବା ଜାତୀୟ ବାଳିକା ହକି ପ୍ରତିଯୋଗିତା ସୋମବାର ପଞ୍ଚମ ଦିନରେ ପହଞ୍ଚିଛି । ଖେଳାଯାଇଥିବା ୫ଟି ମ୍ୟାଚରେ ୬୧ଟି ଗୋଲ୍ ସ୍କୋର୍ ହୋଇଛି । ତାମିଲନାଡ଼ୁ ୨୦-୧ ଗୋଲରେ ତ୍ରିପୁରାକୁ, ଉତ୍ତରାଖଣ୍ଡ୧୪-୦ ଗୋଲରେ ପଶ୍ଚିମବଙ୍ଗକୁ, ଛତିଶଗଡ଼ ୩-୧ ଗୋଲରେ ନୂଆଦିଲ୍ଲୀ ଏବଂ ମହାରାଷ୍ଟ୍ର ୧୮-୦ ଗୋଲରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଥିଲା । କେରଳ ଓ ରାଜସ୍ଥାନ ମ୍ୟାଚ ୨-୨ରେ ଅମୀମାଂସିତ ରହିଥିଲା । ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା ।

Related posts

୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲାରେ ପ୍ରସ୍ତୁତି ଜୋରଦାର

Odisha Sports Bureau

ମେଫେୟାରରେ ରହିବେ ହେଲେ ଖାଇବେ ନାହିଁ ଇଂଲଣ୍ଡ

Odisha Sports Bureau

ହକି ଇଣ୍ଡିଆ ଚୟନ କମିଟିରେ ସର୍ଦ୍ଦାର ସିଂହ ସାମିଲ

Odisha Sports Bureau