Cricket

ମୁମ୍ବାଇ ଟିମରୁ ବାଦ ପଡିଲେ ବୋଲର ଜୋଫ୍ରା

ନୂଆଦିଲ୍ଲୀ: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଜଉଈ) ଓ ମୁମ୍ବାଇ ଇଣ୍ଡିଆନ୍ସ (ଗଓ) ଆଜି ମ୍ୟାଚ ଖେଳାଯିବ । ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆକୁ ବଡ ଝଟକା ଲାଗିଛି । ଦଳର ବୋଲର ଜୋଫ୍ରା ଆର୍ଚରଙ୍କୁ ଆଇପିଏ ୨୦୨୩ରୁ ବାସ ପଡିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଇଂଲଣ୍ଡ ଫେରିଛନ୍ତି। ତାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଦ୍ରୁତ ବୋଲର କ୍ରିସ ଜୋର୍ଡାନଙ୍କୁ ସାମିଲ କରାଯାଇଛି। ଜୋଫ୍ରା ଆର୍ଚର ୨୦୨୧ ଆରମ୍ଭରୁ ଆହତ ହୋଇଥିଲେ। ତାଙ୍କର ଗତ ୨୬ମାସ ମଧ୍ୟରେ ୬ଥର ଅସ୍ତ୍ରୋପଚାର କରାଯାଇଛି। ଆଘାତ ଏବଂ ଅସ୍ତ୍ରୋପଚାରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ଜୋଫ୍ରା ଆର୍ଚରଙ୍କୁ ବର୍ତ୍ତମାନ ଇଂଲଣ୍ଡ ଫେରିବାକୁ ପଡିଛି। ମୁମ୍ବାଇ ଇଣ୍ଡିଆନ୍ସ ଏକ ବିବୃତି ଜାରି କରି କହିଛି ଯେ, ‘କ୍ରିସ୍ ଜୋର୍ଡାନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ୨୦୨୩ର ବାକି ଥିବା ମ୍ୟାଚ୍ ଖେଳିବେ । ହ କାରଣରୁ ସେ ବର୍ତ୍ତମାନ ଇଂଲଣ୍ଡ ଫେରିଛନ୍ତି।

Related posts

ସିଏସକେର ବଡ଼ ନିଷ୍ପତ୍ତି

ୱେଷ୍ଟଇଣ୍ଡିଜ ଟେଷ୍ଟ ଓ ଦିନିକିଆ ପାଇଁ ଘୋଷଣା ହେଲା ଦଳ

ପୁଣି ଚ୍ଚର୍ଚାରେ ରିଙ୍କୁ ସିଂହ,ପଡ଼ିଆ ଭିତରେ ହିରେ ଓ ପଡ଼ିଆ ବାହାରେ ହିରେ

Odisha Sports Bureau