Cricket

ସର୍ବାଧିକ ୱିକେଟ୍ ଦଖଲକରି ବ୍ରାଭୋଙ୍କ ସମକକ୍ଷ ହେଲେ ଚହଲ

ମୁମ୍ବାଇ : ରାଜସ୍ଥାନ ରୟାଲସର ସ୍ପିନର ୟୁଝବେନ୍ଦ୍ର ଚହଲ ଆଇପିଏଲରେ ସର୍ବାଧିକ ୱିକେଟ ନେଇ ଚେନ୍ନାଇ ସୁପର କିଙ୍ଗସର ବୋଲିଂ ପ୍ରଶିକ୍ଷକ ଡ୍ୱେନ ବ୍ରାଭୋଙ୍କ ସମକକ୍ଷ ହୋଇଛନ୍ତି । ଚହଲ ୧୪୨ ମ୍ୟାଚ୍ ଖେଳି ୧୮୩ ୱିକେଟ୍ ନେଇଥିବା ବେଳେ ବ୍ରଭୋ ଏହି ସଂଖ୍ୟାକୁ ଛୁଇଁବାକୁ ୧୬୧ଟି ମ୍ୟାଚ ଖେଳିଥିଲେ । ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ପୀୟୂଷ ଚାୱଲା (୧୭୪ ୱିକେଟ୍) ଚତୁର୍ଥ ସ୍ଥାନରେ ଅମିତ ମିଶ୍ରା ( ୧୭୨ ୱିକେଟ୍) ଏବଂ ପଞ୍ଚମ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ ( ୧୭୧ ୱିକେଟ୍) ରହିଛନ୍ତି ।

Related posts

ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା

Odisha Sports Bureau

5 ଖେଳାଳିଙ୍କ ଉପରେ ନଜର; ଯେଉଁମାନେ ମ୍ୟାଚର ଗତି ବଦଳାଇ ପାରନ୍ତି

Odisha Sports Bureau

ବିରାଟ ତାଙ୍କ ମାଆଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର କାହିଁକି ଦିଅନ୍ତି? ଏହା ହେଉଛି ବଡ଼ କାରଣ

Odisha Sports Bureau