Cricket

ଆଜି କ୍ୱାଲିଫାୟର -୨ରେ ମୁମ୍ବାଇ କୁ ଭେଟିବ ଗୁଜରାଟ

କିଏ ହାତେଇବ IPL ଫାଇନାଲ ଟିକେଟ୍ ? ଗୁଜରାଟ ସୁପର ଜିଆଣ୍ଟ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଯିଏ ଏହି ମ୍ୟାଚରେ କ୍ୱାଲିଫାୟର କରିବ ସେ ଚେନ୍ନାଇ ସହ ଫାଇନାଲରେ ଖେଳିବ । ରବିବାର ଦିନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଟିତି ହେବ ।
ଆଇପିଏଲ ଲିଗ୍ ମ୍ୟାଚରେ ୧୦ଟି ମ୍ୟାଚ ଜିତି ୨୦ ଅଙ୍କ ସହ ପଏଣ୍ଟ ଟେବୁଲର ଟପ୍ରେ ରହିଛି ଗୁଜରାଟ ଟାଇଟନ୍ସ । ମୁମ୍ବାଇ ଇଣ୍ଡିଆନ୍ସ ୧୪ଟି ମ୍ୟାଚରୁ ୮ଟି ଜିତି ୧୬ ଅଙ୍କ ସହ ୪ ନମ୍ବର ସ୍ଥାନରେ ରହିଛି । ଏହି ସମୟରେ ଯଦି ଆଜିର ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଯାଏ ତେବେ ପଏଣ୍ଟ ଟେବୁଲରେ ଟପ୍ରେ ଥିବା ଗୁଜରାଟ ଟାଇଟନ୍ସ ଫାଇନାଲରେ ନିଜ ସ୍ଥାନ ପକ୍କା କରିନେବ ।

Related posts

ଟାଇଟଲ ଜିତିବା ପରେ ଗିଲ ଟ୍ରଫି ନେଇ ବାପା , ମା ଙ୍କୁ ଧରାଇଲେ ଗିଲ

କ୍ରିକେଟ୍ ବିଶ୍ୱକପ ସେମିଫାଇନାଲରେ ଟିକେଟ୍‌ ମୂଲ୍ୟ ୪୫ ହଜାର !

Odisha Sports Bureau

୧୫ଜଣିଆ ଅଷ୍ଟ୍ରେଲିଆ ଟିମରେ ୱାର୍ଣ୍ଣର ଓ ସ୍ମିଥ

Odisha Sports Bureau