Cricket

ଆରମ୍ଭ ହେଲା ଆଇପିଏ

ଚେନ୍ନାଇ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ବୋଲିଙ୍ଗର ନିସ୍ପତି ନେଇଛି ।ତେଣୁ ଗୁଜୁରାଟ କରୁଛି ବ୍ୟାଟିଙ୍ଗ । ଗତକାଲି ଆଇପିଏଲ ଫାଇନାଲ ମ୍ୟାଚରେ ରେ ବର୍ଷା ସାଜିଥିଲା ବାଧକ । ବର୍ଷା ପାଇଁ ମ୍ୟାଚ୍ ବାତିଲ୍ ହୋଇଥିିଲା ଆଜି ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ- ଚେନ୍ନାଇ ସୁପର କିଙ୍ଗସ୍ । ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବାର୍ଷା ଯୋଗୁଁ ଖେଳ ଆରମ୍ଭ ହୋଇପାରି ନଥିଲା । ରାତି ୧୧ଟା ସୁଦ୍ଧା ବର୍ଷା ଛାଡ଼ିଥିଲେ ଖେଳାଯିବାର ସମ୍ଭାବନା ଥିଲା । ହେଲେ ବର୍ଷା ନଛାଡ଼ିବାରୁ ଆଜି ଖେଳା ଯାଉଛି ଫାଇନାଲ୍ ମ୍ୟାଚ୍ ।

Related posts

ସର୍ବାଧିକ ଛକା ମାରି ରେକର୍ଡ କଲେ ଅଭିଷେକ ଶର୍ମା

୫ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ପାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ହରାଇଲା ଭାରତ, ସିରିଜ ଡ୍ର

Odisha Sports Bureau