Cricket

ମ୍ୟାଚ ବେଳେ ଡ୍ୟାନ୍ସ କଲେ ଶୁଭମନ ଗିଲ

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଗତକାଲି ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିସ୍ପତି ନେଇଥିଲେ ୱେଷ୍ଟଇଣ୍ଡିଜ ଟିମ । କାଲିର ମ୍ୟାଚରେ ୱେଷ୍ଟଇଣ୍ଡିଜ ୧୫୦ ରନ କରି ଅଲଆଉଟ ହୋଇଥିଲେ । ଅଶ୍ୱିନ ୫ଟି ୱିକେଟ ନେଇଥିବା ବେଳେ ଜାଡେଜା ୩ଟି ୱିକେଟ ନେଇଛି । ତେବେ ମ୍ୟାଚ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଛି । ଭାଇରାଲ ଭିଡିଓରେ ଶୁବମନ ଗିଲ ଡ୍ୟାନ୍ସ କରିବାର ଦେଖିବାକୁ ମିଳୁଛି ।

ଭାଇରଲ ହେଉଥିବା ଭିଡିଓରେ ୱେଷ୍ଟଇଣ୍ଡିଜର ୬୪ ଓଭରରେ ଶେଷ ଯୋଡି ଭାବେ କନେଓ୍ଵଲ ଏବଂ ଓ୍ଵାରିକ୍କନ ବ୍ୟାଟିଂ କରୁଥିଲେ । ଏହି ସମୟରେ ସଟଲେଗରେ ଫିଲ୍ଡିଂ କରୁଥିବା ବେଳେ ଶୁବମନ ଗିଲ୍ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଶୁବମନ ଗିଲଙ୍କ ଏଭଳି ଅନ୍ଦାଜଙ୍କୁ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।

Related posts

ଫ୍ୟାନ୍ସଙ୍କୁ ଚାପୁଡ଼ା ମାରିଲେ କ୍ରିକେଟର: ଭିଡିଓ ଭାଇରାଲ

Odisha Sports Bureau

ଆୟର୍ଲାଣ୍ଡରୁ ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଦେଖିଲେ ଭାରତୀୟ ଖେଳାଳି

Odisha Sports Bureau

ପାଣ୍ଡ୍ୟା ଓ ରାହୁଲଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର

Odisha Sports Bureau