Cricket

ଆଇସିସି ସେୟାର କଲା ବିଶ୍ୱକପ ପୋଷ୍ଟର

ବିଶ୍ୱକପ ୨୦୨୩ ପାଇଁ ଆସିସ ରିଲିଜ କରିଛି ଆନିମେଟେଡ ପୋଷ୍ଟର । ଯେଉଁଥିରେ ୧୦ଟି ଟିମର ଅଧିନାୟକ ବିଶ୍ୱକପ୍ ଟ୍ରଫି ନିକଟରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଟ୍ରଫି ସାମ୍ନାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଜୋସ ବଟଲର ଏବଂ ପାଟ୍ କେମିନ୍ସ ନଜର ଆସିଛନ୍ତି ।

ତାଙ୍କ ଦୁଇ ଜଣଙ୍କ ପାଖରେ ରୋହିତ ଶର୍ମା, ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଏବଂ ଅନ୍ୟ ଟିମର ଅଧିନାୟକ ନଜର ଆସିଛନ୍ତି ।

Related posts

ଆଜି ମୁକାବିଲାରେ  ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

Odisha Sports Bureau

ରେକର୍ଡ କଲେ ବିରାଟ କୋହଲି

Odisha Sports Bureau

ବିସିସିଆଇର ବଡ଼ ନିଷ୍ପତି: ବର୍ଷକୁ କୋଟିଏ ଟଙ୍କା ଦରମା ପାଇବେ ଭାରତର ଘରୋଇ କ୍ରିକେଟର

Odisha Sports Bureau