Cricket

ଟି-୨୦ ଲିଗରେ ୟେଶା ସାଗରଙ୍କ ସୌନ୍ଦର୍ଯ୍ୟ ଚର୍ଚ୍ଚା

ଟରଣ୍ଟୋ: ନିକଟରେ ଖେଳାଯାଇଥିଲ ଗ୍ଲୋବାଲ୍ ଟି -୨୦ ଲିଗ୍ । ମ୍ୟାଚରେ ବାଜିମାତ କରିଥିଲା ମେଣ୍ଟ୍ରୋଲ୍ ଟାଇଗର୍ସ । ତେବେ ଲିଗର ଶେଷ ମ୍ୟାଚ୍ ଥିଲା ବେଶ୍ ଚିତାକର୍ଷକ । ଯେତିକି ମ୍ୟାଚ ଥିଲା ରୋମାଞ୍ଚକର । ସେତିକି ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ସ୍ପୋର୍ଟସ୍ ଅ।ଙ୍କର । ତାଙ୍କର ସୌନ୍ଦର୍ଯ୍ୟର ମତୁଅ।ଲା ହୋଇପଡିଥିଲେ ଦର୍ଶକ । ସବୁଠି ତାଙ୍କର ସୁନ୍ଦରତାର ପ୍ରଶଂସା ଅ।ସନ୍ତୁ ଜାଣିବା କିଏ ଏହି ଅ।ଙ୍କର, କଣ ତାଙ୍କର ରିଚୟ ନା ୟେଶା ସାଗର ୧୯୯୫ରେ ପଞ୍ଜାବରେ ଜନ୍ମ ସେ ଭାରତରେ ଉଚ୍ଚଶିକ୍ଷା ସାରିବା ପରେ ୨୦୧୫ରେ ଚାଲିଗଲେ କାନାଡା । ଏବେ ସେ ଟରଣ୍ଟୋରେ ରହୁଛନ୍ତି । ଏହି ସମୟରେ ପଞ୍ଜାବୀ ମ୍ୟୁଜିକ୍ ଭିଡିଓରେ କାମ କରିବାର ପାଇଥିଲେ ସୁଯୋଗ ।

ଏବେ କିନ୍ତୁ ସେ ଜଣେ ନାମୀ ଦାମୀ ଆଙ୍କର । ତାଙ୍କର ସୁନ୍ଦରତା ଅ।କର୍ଷିତ କରୁଛି ଯୁବପିଢୀଙ୍କୁ । ଯେମିତିକି ଷ୍ଟାଇଲିଶ୍ ତାଙ୍କର ଉପସ୍ଥାପନା ଶୈଳୀ, ସେତିକି ଦେଖିବାକୁ ସୁନ୍ଦରୀ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ୟେଶା ଇନଷ୍ଟାଗ୍ରାମରେ ତାଙ୍କର ୫ ଲକ୍ଷରୁ ଅଧିକ ଫଲୋଅର୍ସ ୟେଶାଙ୍କ ଗ୍ଲାମରସ୍ ତାଙ୍କ ଫଟୋରୁ ସ୍ପଷ୍ଟ ଜଣାପଡେ । କାରଣ ସାଇଟରେ ଅପଲୋଡ୍ ହୁଏ ତାଙ୍କର ବୋଲ୍ଡ ଫଟୋ ଅ।ଙ୍କରିଂ ମ୍ୟୁଜିକରେ କାମ କରିବା ବ୍ୟତୀତ ୟେଶା ମଡେଲିଂ କରିବାର ରଖନ୍ତି ସଉକ୍ ୟେଶାଙ୍କ ସୋସିଅ।ଲ ମିଡିଆ ପୋଷ୍ଟରୁ ଜଣାପଡେ ସେ ବୁଲିବାକୁ ବହୁତ ପସନ୍ଦ କରନ୍ତି ।

Related posts

ଭାରତୀୟ ଖେଳାଳିଙ୍କ ଆଘାତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିସିସିଆଇ…

Odisha Sports Bureau

ରୋହିତ ଶର୍ମା ଏବଂ ବିରାଟ କେବେ ODI ମ୍ୟାଚ୍ ଖେଳିବେ? ଏହା BCCI ବୈଠକରେ ନିଷ୍ପତ୍ତି ନିଆଯିବ

ଭାରତୀୟ କ୍ରିକେଟ୍ ଟିମର ନୂଆ କିଟ୍ ପ୍ରାୟୋଜକ: ଆଦିଦାସ

Odisha Sports Bureau