Cricket

ମଇଦାନରେ ଲମ୍ବା ସଟ ଖେଳିଲେ ରିଷଭ, ଭାଇରାଲ ହେଲା ଭିଡିଓ

ମଇଦାନକୁ ଫେରିଲେ ରିଷବ ପନ୍ଥ । ଆକ୍ସିଡେଣ୍ଟ ପରେ ସେ ବେଡରେ ଥିଲେ । ଆକ୍ସିଡେଣ୍ଟପରେ ଏବେ ପ୍ରଥମ ଥର ମଇଦାନରେ ଦେଖିବାକୁ ମିଳିଛି । ଫୁଲ ଦମରେ ସେ ବ୍ୟାଟିଂ କରିଛନ୍ତି । ପୂର୍ବ ଅପେକ୍ଷା ଏବେ ସେ ବେଷ ଜୋଶରେ ଅଛନ୍ତି । ଲଗାତାର ବଲକୁ ହିଟ କରୁଛି ରିଷଭ । ଏବେ ସେ ସଂମ୍ପୂର୍ଣ୍ଣ ଫିଟ ଅଛନ୍ତି ।

ତେବେ ନିକଯରେ ରିଷବ ବ୍ୟାଟିଂ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଆକ୍ସିଡେଣ୍ଟପରେ ପ୍ରଥମ ଥର ବ୍ୟାଟିଙ୍ଗ କରୁଥିବା ଭିଡିଓ ଭାଇରାଲ ହୋଇଛି । ସେ ଭିଡିଓରେ ରିଷବଙ୍କ ଫ୍ୟାନ ମାନେ ତାଙ୍କୁ ୱେଲକମ୍ ବ୍ୟାକ ଲୋଖିଛନ୍ତି । ଅନେକ ୟୁଜର ରିଷବଙ୍କ କମ୍ ବ୍ୟାକ୍ ନେଇ ଖୁବ୍ ଖୁସି ଅଛନ୍ତି । ଆଉ ରିଷବଙ୍କ ଫ୍ୟାନ୍ମାନେ ତାଙ୍କୁ ଆନ୍ତର୍ଜାତୀୟ ମଇଦାନରେ ଦେଖିବେ ବୋଲି ଆଶା ବାନ୍ଧି ବସିଛନ୍ତି ।

Related posts

ଟି-୨୦ ବିଶ୍ୱକପରେ ପାକିସ୍ତାନର କଣ ହେବ? ଶାହିନ ଆଫ୍ରିଦିଙ୍କ ବିଷୟରେ ଖରାପ ଖବର ଆସିଛି

Odisha Sports Bureau

ଏସିଆ କପ୍ ଟ୍ରଫି ବିବାଦ , ମୋହସିନ୍ ନକଭିଙ୍କୁ ବିସିସିଆଇର ଅଲଟିମେଟମ୍!

Odisha Sports Bureau

ଏକାନ୍ନା ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ବେଙ୍ଗାଲୁରୁ କୁ ଲକ୍ଷ୍ନୌ

Odisha Sports Bureau