Cricket

ଏସିଆ କପରେ ବିରାଟଙ୍କ ନୂଆ ହେୟାର କଟ

ଏସିଆ କପ ପୂର୍ବରୁ ବିରାଟଙ୍କ ନୂଆ ଲୁକ ଦେଖିବାକୁ ମିଳିଛି । ନୁଆ ହେୟାର କଟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୋହଲି ନିଜ ଇନଷ୍ଟା ଷ୍ଟୋରୀ ରେ ନୂଆ ହେୟାର ସେୟାର କରିଛନ୍ତି । ସେ ଫଟୋ ସେଆର କରି ଳେଖିଛନ୍ତି ‘ସବୁବେଳେ ଟପ୍‌ କାମ କରନ୍ତି, ମାଇଁ ମ୍ୟାନ୍‌ ଅଲଫହାଦ ଅହମଦ । କୋହଲିଙ୍କ ଏଭଳି ଅବତାର ଦେଖି ଫ୍ୟାନ୍ସ କମେଣ୍ଟ କରୁଛନ୍ତି । ଅନେକ ଲୋକ କୋହଲି ହେୟାର କଟ୍‌କୁ ପ୍ରଶଂସା କରିଛନ୍ତି । ଅନେକ ବିରାଟଙ୍କୁ ସବୁଠାରୁ ଷ୍ଟାଇଲିଶ କ୍ରିକେଟର ବୋଲି କହିଛନ୍ତି । ଆଉ କିଛି ବିରାଟଙ୍କ ଲୁକକୁ ଈଶାନ କିଶନଙ୍କ ଲୁକ୍‌ ସହିତ ତୁଳନା କରିଛନ୍ତି । କିଛିଦିନ ତଳେ ଈଶାନଙ୍କର ନୂଆ ହେୟାର ଷ୍ଟାଇଲ ଭାଇରଲ ହୋଇଥିଲା । ଯେଉଁଥିରେ ଈଶାନଙ୍କ ହେୟାର କଟ୍‌ ବିରାଟଙ୍କ ଭଳି ଦେଖାଯାଉଥିଲା ।

 

Related posts

ଭାରତ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଟିମ

Odisha Sports Bureau

8 ବର୍ଷ ପରେ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଗିଲ

Odisha Sports Bureau