Cricket

ଆଜି ଦିଲ୍ଲୀରେ ଭାରତ – ଆଫଗାନିସ୍ତାନର ଚାଲିଛି ମୁକାବିଲା

ନୂଆଦିଲ୍ଲୀ: ବିଶ୍ୱକପ କ୍ରିିକେଟ୍ ଆଜି ଦିଲ୍ଲୀରେ ଭାରତ – ଆଫଗାନିସ୍ତାନର ମୁକାବିଲା ଚାଲିଛି । ଆଇସିସି କ୍ରିକେଟ ବିଶ୍ୱକପ ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ଭାରତ ବିପକ୍ଷରେ ବ୍ୟାଟିଙ୍ଗ କରୁଛି । ସୂଚନା ଅନୁଯାୟୀ ଆଫଗାନିସ୍ତାନର ଓପେନର୍ ଯୋଡ଼ି ଭାବେ ଖେଳୁଛନ୍ତି, ରହମନ୍ଉଲ୍ଲା ଗୁର୍ବାଜ୍ ଓ ଇବ୍ରାହିମ୍ ଜଦ୍ରାନ୍। ସେମାନଙ୍କୁ ବୋଲିଙ୍ଗ୍ କରୁଛନ୍ତି ଜସପ୍ରୀତ୍ ବୁମ୍ରା। ପ୍ରଥମ ଓଭର୍ରେ ୫ଟି ବଲ୍ ଖେଳି ଆଫଗାନିସ୍ତାନ କୌଣସି ୱିକେଟ୍ ନ ହରାଇ ୧ ରନ୍ ସଂଗ୍ରହ କରିଥିଲେ । ଆଫଗାନିସ୍ତାନ ଟସ୍ରେ ବିଜୟୀ ହେବା ପରେ ଅଧିନାୟକ ହସ୍ମତୁଲ୍ଲା ଶାହିଦି କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍ କରିବୁ। ବ୍ୟାଟିଙ୍ଗ୍ ପାଇଁ ପଡ଼ିଆ ଅନୁକୂଳ ଥିବା ପରି ମନେହେଉଛି। ଭାରତକୁ ରନ୍ ସଂଗ୍ରହରୁ ରୋକିବା ପାଇଁ ଆମର ବୋଲିଙ୍ଗ୍ ଭଲ ଅଛି।

Related posts

ବାଣ ଫୁଟାଇଲେ ଶିଭମ, ଘାଇଲା ହେଲେ କୋହଲି

Odisha Sports Bureau

ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଆଜି ଦ୍ୱିତୀୟ ଦିନ

ଆହତ ଖେଳାଳିଙ୍କୁ ଦିଆଯାଏ କେତେ ଦରମା?

Odisha Sports Bureau