ବିରାଟଙ୍କ ଜନ୍ମଦିନରେ ଶତକ ମାରି ନିଜ ସହ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ବିରାଟ କାଲି ଶତକ ମାରି ସଚିନଙ୍କ ସମକକ୍ଷ ହୋଇଛନ୍ତି । ବିରାଟ ଶତକ ମାରିବା ପରେ ତାଙ୍କୁ ବିଭିନ୍ନ ମହଲରୁ । ଶୁଭେଚ୍ଛା ବାର୍ତ୍ତା ଆସିଛି । ଏହି ଶବୁ ଭିତରେ ଅନୁଷ୍କା ମଧ୍ୟ ପୋଷ୍ଟ ସେୟାର କରି ଖୁସି ଜାହିର କରିଛନ୍ତି । ବିରାଟ ଏହି ମ୍ୟଚରେ ଏପରି କିଛି କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ସାଉଥ ଆଫ୍ରିକା ମ୍ୟାଚ ସମୟରେ ବିରାଟ ପତ୍ନୀ ଅନୁଷ୍କା ଶର୍ମାଙ୍କ ଗୀତ ‘ଆୱେଁ ଆୱେଁ ଲୁଟ ଗୈୟା’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ବିରାଟ ଅନୁଷ୍କାଙ୍କ ଗୀତର ଷ୍ଟେପ୍ କରୁଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି । ସାଉଥ ଆଫ୍ରିକା ମ୍ୟାଚ ସମୟରେ ବିରାଟ ପତ୍ନୀ ଅନୁଷ୍କା ଶର୍ମାଙ୍କ ଗୀତ ‘ଆୱେଁ ଆୱେଁ ଲୁଟ ଗୈୟା’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ବିରାଟ ଅନୁଷ୍କାଙ୍କ ଗୀତର ଷ୍ଟେପ୍ କରୁଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି ।