Cricket

କୋହଲିଙ୍କ ୫୦ ତମ ଶତକ , ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମୁମ୍ବାଇ : ବିଶ୍ୱକପ ସେମିଫାଇନାଲରେ ବିରାଟଙ୍କ ବିରାଡ ରେକର୍ଡ । ନ୍ୟୁଜଲାଣ୍ଡ ବିରୋଡଧରେ ବିରାଟ ଶତକ ହାସଲ କରିଛନ୍ତି । ଏହା ସହ ବିରାଟ ଏକ ମାତ୍ର ଖେଳାଳି ଯିଏ ଦିନିକିଆ ମ୍ୟାଚରେ ୫୦ ତମ ଶତକ ହାସଲ କରିଛନ୍ତି । ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ, କୋହଲି ଆଜିର ଶତକକୁ ମିଶାଇ ମୋଟ ୫୦ଟି ଅର୍ଦ୍ଧଶତକ ମାରିସାରିଲେଣି ।

ଖାଲି ସେତିକି ନୁହେଁ, ଆଜିର ଇଂନିସରେ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି ବିରାଟ କୋହଲି । ଚଳିତ ବିଶ୍ୱକପରେ ସର୍ବାଧିକ ରନ୍ କରିବା ସହିତ ଅନ୍ତର୍ଜାତୀୟ ରନରେ ସେ ଅଷ୍ଟ୍ରେଲିଆର ଦିଗ୍ଗଜ କ୍ରିକେଟର ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିଛନ୍ତି । କୋହଲି ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ରନ୍ କରିବାର ରେକର୍ଡ ହାସଲ କରିଛନ୍ତି । ତାଙ୍କ ଉପରକୁ ଭାରତର ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ରହିଛନ୍ତି ।

Related posts

ବିଜେପିରେ ଯୋଗ ଦେବେ ନାହିଁ ରାହୁଲ ଦ୍ରାବିଡ

ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି : ଗୁଆହାଟୀରେ ପହଞ୍ଚିଲା ଶ୍ରୀଲଙ୍କା

Odisha Sports Bureau

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ଡେଭିଡ ୱାର୍ନରଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିବ; ଏକ ନୂଆ ଭୂମିକାରେ ଦେଖିବାକୁ ମିଳିବ

Odisha Sports Bureau