Uncategorized

ଏଏଫସି ଏସିଆନ୍ କପ୍ ୨୦୨୪ ଭାରତୀୟ ଦଳର ନାମ ଘୋଷଣା

ନୂଆଦିଲ୍ଲୀ : ଏଏଫସି ଏସିଆନ୍ କପ୍ ଫୁଟ୍ବଲ୍ ଟୁର୍ନାମେଣ୍ଟ ପାଇଁ ଶନିବାର ୨୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଦଳର ମୁଖ୍ୟ କୋଚ୍ ଇଗୋର ଷ୍ଟିମାକ୍ ଏହି ଦଳ ଘୋଷଣା କରିଛନ୍ତି।
ଗୋଲକିପର୍ସ: ଅମରିନ୍ଦର ସିଂ, ଗୁରପ୍ରୀତ ସିଂ ସାନ୍ଧୁ, ବିଶାଲ କେଥ୍।
ଡିଫେଣ୍ଡର୍ସ: ଆକାଶ ମିଶ୍ର, ଲାଲଚୁଙ୍ଗନୁଙ୍ଗା, ମେହତାବ ସିଂ, ନିଖିଲ ପୂଜାରୀ, ପ୍ରୀତମ କୋଟାଲ, ରାହୁଲ ଭେକେ, ସନ୍ଦେଶ ଝିଙ୍ଗାନ,ଶୁଭାଶିଷ ବୋଷ।
ମିଡଫିଲ୍ଡର୍ସ: ଅନିରୁଦ୍ଧ ଥାପା, ବ୍ରେଣ୍ଡନ ଫର୍ନାଣ୍ଡେସ୍, ଦୀପକ ଟାଙ୍ଗ୍ରି, ଲାଲେଙ୍ଗମାଇଓ୍ବା ରାଲ୍ଟେ, ଲିଷ୍ଟନ କୋଲାକୋ, ନାଓରେମ ମହେଶ ସିଂ, ସହଲ ଅବଦୁଲ ସମଦ, ସୁରେଶ ସିଂ ଓ୍ବାଙ୍ଗଜାମ, ଉଦାନ୍ତା ସିଂ।
ଫରଓ୍ବାର୍ଡସ: ଇଶାନ ପଣ୍ଡିତା,ଲାଲିଆଞ୍ଜୁଲା ଛାଙ୍ଗଟେ, ମାନବୀର ସିଂ, ରାହୁଲ କନୋଲେ ପ୍ରବୀଣ, ସୁନୀଲ ଛେତ୍ରୀ ଓ ବିକ୍ରମ ପ୍ରତାପ ସିଂ।

Related posts

ଭାରତକୁ ୧୦ମ ସ୍ୱର୍ଣ୍ଣ ପଦକ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

Odisha Sports Bureau

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର

Odisha Sports Bureau

ମୋଟର ରେସିଂ ଦୁର୍ଘଟଣାରେ ଚାଲିଗଲା ଭାଣ୍ଟ ହଫ୍‌ଙ୍କ ଜୀବନ

Odisha Sports Bureau