Cricket

ଜୁନରୁ ଟି-୨୦ ବିଶ୍ୱକପ, ୯ ତାରିଖରେ ଭାରତ- ପାକିସ୍ତାନ ମୁହାଁମୁହିଁ

ଜୁନ ମାସରୁ ଆରମ୍ଭ ହେବ ଟି ୨୦ ବିଶ୍ୱକପ ।  ତେବେ ଜୁନ ୪ରୁ ୩୦ ପର୍ଯ୍ୟନ୍ତ ଲହି ବିଶ୍ୱକପ ଚାଲିବା ନେଇ କୁହାଯାଉଥିବା ବେଳେ ଏନେଇ କୌଣସି ବିଧିବଦ୍ଧ ଭାବେ ବିଶ୍ୱକପ କାର୍ଯ୍ୟ ସୂଚୀ ଜାରି କରିନାହିଁ ।  ସୂଚନା ଅନୁଯାୟୀ  ଜୁନ ୫ ରେ ଆୟରଲାଣ୍ଡ ସହ ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ ପରେ ୯ ତାରିଖରେ ଭାରତ – ପାକ ମହାମୁକାବିଲା ହେବ ବୋଲି କୁହାଯାଉଛି । ଏଥିରେ ମୋଟ ୫୫ଟି ମ୍ୟାଚ ଖେଳା ଯାଉଥିବା ବେଳେ ଏଥିରେ ୨୦ଟି ଦଳ ଭାଗ ନେବେ ବୋଲି କୁହାଯାଉଛି । ପ୍ରଥମ ଥର ୮ଟି ଦଳକୁ ସାମିଲ କରାଯାଇଛି । ତେବେ ପୂର୍ବରୁ  ଭାରତ -ପାକ ମଧ୍ୟରେ ୧୨ଟି ମ୍ୟାଚ ଖେଳା ଯାଇଛି । ଭାରତ ୮ଟି ମ୍ୟାଚରେ ବାଜି ମାରିଥିବା ବେଳେ ମାତ୍ର ୩ଟି ମ୍ୟାଚ ଜିତିଛି ପାକିସ୍ତାନ ।

Related posts

WTC କୁ ଫେରିଛନ୍ତି ଆଜିଙ୍କ୍ୟ ରହାଣେ

Odisha Sports Bureau

ଭାରତ-ପାକିସ୍ତାନ ଟି-୨୦ ବିଶ଼୍ବକପ୍‌ ମ୍ୟାଚ୍‌ ପୂର୍ବରୁ ଭାରତକୁ ଝଟକା, ଆହତ ହେଲେ କ୍ୟାପଟେନ ରୋହିତ

ଟି ୨୦ ବିଶ୍ଵକପ ଫାଇନାଲରେ ଭାରତ