Football

“ଅଲ ଓଡିଶା ଇଣ୍ଟର ଡିଷ୍ଟିକ ସିନିୟର ଓମେନ ରଗବୀ ଚାମ୍ପିଆନସିପ ୨୦୨୪’

ଭୁବନେଶ୍ୱର: ଆଜି ଓଡିଶା ରଗବୀ ଫୁଟବଲ୍ ଆସୋସିଏସନ୍ (ORFA) ଦ୍ୱାରା କିଟ୍ ରଗବୀ ଷ୍ଟାଡିୟମରେ ଆୟୋଜିତ ହୋଇ ଯାଇଛି । “ଅଲ ଓଡିଶା ଇଣ୍ଟର ଡିଷ୍ଟିକ ସିନିୟର ଓମେନ ରଗବୀ ଚାମ୍ପିଆନସିପ ୨୦୨୪’ । ଏହି ଚାମ୍ପିୟନଶିପ୍ରେ କିସ୍ ଦଳ ଚାମ୍ପିଅନ୍ ଟ୍ରଫି ହାତେଇଥିବା ବେଳେ ଜଗତସଂହପୁର ଜିଲ୍ଲା ରନର୍ସ ଅପ୍ ଟ୍ରଫି ହାତେଇଛି । ହେସହିପରି କେଉଁଝର ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଛି ଜ୍ଝ
ତେବେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଧକ୍ଷ ମନମୋହନ ରାଉଟ୍, ଜିସିପି, ଡକ୍ଟର ତୁସର ରଂଜନ ପଟ୍ଟନାୟକ, ଏନଆଇଟି, ଶ୍ରୀ ନୀଲ କମଲ ରୟ, ଶ୍ରୀ ଉପେନ୍ଦ୍ର କୁମାର ମହାନ୍ତି, ଜେନେରାଲ୍ ସେକ୍ରେଟେରୀ, ଓଡିଶା ରଗବୀ ଫୁଟବଲ୍ ଆସୋସିଏସନ୍ ଶ୍ରୀ ରୁଦ୍ରକେଶ ଜେନା ନିର୍ଦ୍ଦେଶକ କ୍ରୀଡ଼ା, କିସ୍ ଏବଂ ସଚିବ, ଜଗତସଂହପୁର ଜିଲ୍ଲା ରଗବୀ ଆସୋସିଏସନ ବିଜେତା ଦଳମାନଙ୍କୁ ଟ୍ରଫି ପ୍ରଦାନ କରିଛନ୍ତି । ଏହି ଅବସରରେ KIIT & KISS ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତା ସାମନ୍ତ, ଚାମ୍ପିୟନ ଟ୍ରଫି ଜିତିବା ପାଇଁ କିସ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଅଂଶଗ୍ରହଣ କାରୀ ଜିଲ୍ଲାମାନଙ୍କୁ ମଧ୍ୟ ତାଙ୍କର ଶୁଭେଚ୍ଛା ଜଣାଇଥିଲେ ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଜ୍ଝ

Related posts

୧୪୫ତମ ହେଡର ଗୋଲରେ ପହଁଚିଲେ ରୋନାଲ୍ଡୋ

Odisha Sports Bureau

ପେଲେଙ୍କ ଶୋକ ଉତ୍ସବରେ ସାମିଲ ହେଲେ କୋଲକତାର ୩ ପ୍ରତିଦ୍ୱନ୍ଦୀ କ୍ଲବ

Odisha Sports Bureau

ଆମେରିକ ଯିବ ଇରାନ୍ ଟିମ୍ !

Odisha Sports Bureau