Football

ମେସିଙ୍କୁ ତୃତୀୟଥର ପାଇଁ ମିଳିଲା ‘ଗୋଲ୍ଡେନ ଶୁ’ ପୁରଷ୍କାର

(ଓଡିଶା ସ୍ପୋର୍ଟସ): ବର୍ଷିର୍ଲୋନାର କ୍ୟାପଟେନ୍ ଲିଓନାଲ ମେସି ୟୁରୋପିୟ ଲିଗରେ ସର୍ବାଧିକ ଗୋଲି ସଂଗ୍ରହ କରିଥିବାରୁ ଷଷ୍ଠଥର ପାଇଁ ‘ଗୋଲ୍ଡେନ ଶୁ’ ହାସଲ କରିଛନ୍ତି । ସେ ଚଳିତ ବର୍ଷ ୩୬ ଗୋଲ କରିଛନ୍ତି, ଯାହା ତାଙ୍କର ନିକଟତର ପ୍ରତିଦ୍ୱନ୍ଦି ପେରିସ ସେଣ୍ଟ ଜର୍ମାନର କାୟୀଲିଆନ ଏମ୍ବାପେଙ୍କଠାରୁ ତିନ ଗୋଲ ଅଧିକ ଅଟେ । ମେସିଙ୍କ ପୁଅ ଥିୟଗୋ ଏବଂ ମାଟିୟୋ ନିଜର ପିତାଙ୍କୁ ଟ୍ରଫି ଦେଇଛନ୍ତି । ମେସି ଏହି ଟ୍ରଫି ନିଜର ପରିିବାର ଏବଂ ସାଥି ଖେଳାଳୀମାନଙ୍କୁ ସମର୍ପିତ କରିଛନ୍ତି ।

Related posts

ଫାଇନାଲ୍ରେ ମୋହନବାଗାନ ସୁପର ଜାଏଣ୍ଟ୍ସ

Odisha Sports Bureau

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ୟ୍ୟାୟ: ସ୍ଥାନ ପାଇଲେ ଏହି ନୂଆଁ ଖେଳାଳି

Odisha Sports Bureau

ସାକାର ହୋଇଛି ଲିଓନେଲ ମେସିଙ୍କ ସବୁଠୁ ବଡ଼ ସ୍ୱପ୍ନ

Odisha Sports Bureau