Cricket

ଆସିଲା ଟାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳସୂଚୀ : ଫେବୃଆରୀ ୨୩ରେ ଭାରତ – ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ : ଆସିଲା ଟାମ୍ପିୟନ୍ସ ଟ୍ରଫି  କ୍ରିକେଟ  ଖେଳସୂଚୀ । ଫେବୃଆରୀ ୨୩ରେ ଭାରତ – ପାକିସ୍ତାନ ମ୍ୟାଚ ହେବ । ଦୁବାଇରେ ହେବ ହାଇଭୋଲଟେଜ ମୁକାବିଲା । ଫେବୃଆରୀ ୧୯ରୁ ଆରମ୍ଭ ହେବ ଚାମ୍ପିୟନ୍ସ ଟ୍ରଫି । ଫେବୃଆରୀ ୨୦ରେ  ଭାରତ- ବାଂଲାଦେଶ ମ୍ୟାଚ ହେବ । ମାର୍ଚ୍ଚ ୯ ତାରିଖରେ  ଲାହୋରଠାରେ ଫାଇନାଲ ମ୍ୟାଚ । ଭାରତ ଫାଇନାଲ ଗଲେ ଦୁବାଇରେ ହେବ ମ୍ୟାଚ । ଉଦଘାଟନୀ ମ୍ୟାଚ ଖେଳିବେ ପାକିସ୍ତାନ – ନ୍ୟୁଜିଲାଣ୍ଡ । ମାର୍ଚ୍ଚ ୨ରେ ନ୍ୟୁଜଲାଣ୍ଡ  ସହ ଖେଳିବ ଭାରତ ।

Related posts

ପୁଣି ମଇଦାନରେ ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

Odisha Sports Bureau

ପାକିସ୍ତାନ ବିଶ୍ୱକପ ଖେଳିବ : ଆଇସିସି

ହଟିଲେ ସୂର୍ଯ୍ୟକୁମାର ନୂଆ ଅଧିନାୟକ ଶ୍ରେୟସ ଆୟର

Odisha Sports Bureau