Uncategorized

ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ମଧୟରେ    ଧ୍ୟାନଚାନ୍ଦ ଖେଳ ରତ୍ନ ଆୱାର୍ଡସ ୨୦୨୪ , ଅର୍ଜୁନ ଆଫ୍ୱାର୍ଡ ୨୦୨୪ , ଟେନଜିଂ   ନୋରଗେ ନାସନାଲ  ଏଡଭେଞ୍ଚଚର ଆଫ୍ୱାର୍ଡ ୨୦୨୩ ,  ରାଷ୍ଟ୍ରୀୟ ଖେଳ  ପ୍ରୋତ୍ସାହନ  ପୁରସ୍କାର  ୨୦୨୪  , ଏବଂ ମୌଲାନା ଅବୁଲ କାଲାମ  ଆଜାଦ ଟ୍ରଫି – ୨୦୨୪ । ତେବେ  ଡବଲ ଅଲମ୍ପିକ  ପଦକ ବିଜେତା  ମନୁ ଭକର  ଏବଂ ବିଶ୍ୱ ଚେସ ଚମ୍ପିଆନ  ଡି ଗୁକେଶଙ୍କୁ   ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର କରିଥିଲେ । ଭାରତାୟ ପୁରୁଷ ହକି ଟିମର ଅଧିନାୟକ ହରମନପ୍ରୀତ ସିଂ  କୁମାର ଯିଏ କି  ପ୍ୟାରିସ ଅଲମ୍ପିକରେ  ହାଇ ଜମ୍ପରେ ଗୋଲ୍ଡ ମେଡାଲ ପାଇଥିଲେ ।  ତାଙ୍କୁ ମଧ୍ୟ ରାଷ୍ଟ୍ରପତି ସମ୍ମାନ ଜଣାଇଥିଲେ ।  ମନୁ ଭାକର ଏବଂ  ଡି ଗୁକେଶ  ଚାରି ଜଣଙ୍କ ଖେଳାଳିଙ୍କ ମଧ୍ୟରୁ  କ୍ରୀଡା ସମ୍ମାନ ପାଇଥିଲେ ।  ମନୁଭାକର ଭାରତ ପାଇଁ ଇତିହାସ ରଚିଛନ୍ତି ।  ସେ ପ୍ୟାରିସ ଅଲମ୍ପିକରେ  ଦୁଇଟି ବ୍ରୋଞ୍ଜ ପଦକ ଜିତି ସାରା ଦେଶବାସୀଙ୍କ ମନ ଜିଣିଥିଲେ ।  ଡି ଗୁକେଶ  ବିଶ୍ୱର କନିଷ୍ଠ ଚେସ ଚମ୍ପିୟନ୍ସିପ ।  ଅଲମ୍ପିକ ମେଡାଲିଷ୍ଟ  ସରବଜତ ସିଂ  ଏବଂ  ସ୍ୱପ୍ନିଲ କୁସାଲେ  ଉଭୟେ ଅରଜୁନ ଆୱାର୍ଡ  ଗ୍ରହଣ କରିଛନ୍ତି ।

Related posts

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ମେଡାଲ ଜିତିବା ଖୁସିରେ ଡ଼େଇଁଲେ ଖେଳାଳି, ଭାଙ୍ଗିଗଲା କାନ୍ଧ ହାଡ଼

Odisha Sports Bureau

‘ନିରଜ ଚୋପଡା ନିଜ ପସନ୍ଦର ଝିଅଙ୍କୁ କରିବେ ବିବାହ’

Odisha Sports Bureau