Cricket

ଭାରତ ଜିତିବା ପରେ ଖୁସି ବ୍ୟକ୍ତ କରିଛନ୍ତି ବିରାଟ କୋହଲି

ନୂଆଦିଲ୍ଲୀ-: ଶୁବମନ ଗିଲଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଏଜବେଷ୍ଟନ ମଇଦାନରେ ଇଂଲଣ୍ଡକୁ ଦ୍ବିତୀୟ ଟେଷ୍ଟରେ ୩୩୬ ରନରେ ହରାଇଛି । ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି । ଏବେ ୩ୟ ମ୍ୟାଚ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଏଜବେଷ୍ଟନରେ ଭାରତ ଜିତିବା ପରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲି ଖୁସି ବ୍ୟକ୍ତ କରିଛନ୍ତି । କୋହଲି ଶୁବମନ ଗିଲଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ଶୁବମନ ଗିଲ ପ୍ରଥମ ପାଳିରେ ୨୬୯ କରିଥିବା ବେଳ ଦ୍ବିତୀୟ ପାଳିରେ ୧୬୧ ରନ୍ କରିଥିଲେ । ଏହାସହିତ କୋହଲି ମହମ୍ମଦ ସିରାଜ ଏବଂ ଆକାଶ ଦୀପଙ୍କ ବୋଲିଂଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

Related posts

ନ୍ୟୁଜିଲ୍ୟାଣ୍ଡର ଲେଡି ଷ୍ଟାର ଆମେଲିଆ ଜିତିଲେ ଆଇସିସି ମହିଳା କ୍ରିକେଟର ଅଫ୍‌ ଦ ଇୟର ୨୦୨୪ର ଆଓ୍ବାର୍ଡ

Odisha Sports Bureau

ହେବନି ପାକିସ୍ତାନ-ଆଫଗାନିସ୍ତାନ ସିରିଜ

Odisha Sports Bureau

ଆଜିଠୁ ଆରମ୍ଭ ହୋଇଛି ଭାରତ-ବାଂଲାଦେଶ ଟେଷ୍ଟ ସିରିଜ

Odisha Sports Bureau