Cricket

IPLରୁ ଅବସର ଘୋଷଣା କଲେ ଆଣ୍ଡ୍ର୍ୟୁ ରସେଲ୍

ଆଇ.ପି.ଏଲରୁ ଅବସର ଘୋଷଣା କଲେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ରସେଲ୍ । ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ, ରସେଲ ତାଙ୍କର ଏହି ନିଷ୍ପତ୍ତିକୁ ସେୟାର କରିଛନ୍ତି । ରସେଲ ଏହା ମଧ୍ୟ କହିଛନ୍ତି ଯେ ସେ ପଡ଼ିଆ ଛାଡିଲେ ସୁଦ୍ଧା ସେ କୋଲକାତା ନାଇଟ୍ ରାଇଡର୍ସ ପରିବାରର ଏକ ଅଂଶ ହୋଇ ରହିବେ। ୩୭ ବର୍ଷୀୟ ରସେଲ ୨୦୧୨ ମସିହାରେ ଦିଲ୍ଲୀ ଡେୟାରଡେଭିଲ୍ସ ସହିତ ଆଇପିଏଲ ଡେବ୍ୟୁ କରିଥିଲେ। ଏହା ପରେ ସେ ୨୦୧୪ରେ କେକେଆରକୁ ଯାଇଥିଲେ । ରସେଲ ୨୦୦୦ ରୁ ଅଧିକ ରନ ଏବଂ ୧୦୦ ୱିକେଟ ନେଇଥିବା କେବଳ ଦୁଇଜଣ ଖେଳାଳିଙ୍କ ମଧ୍ୟରୁ ଜଣେ ।

Related posts

କେବଳ ପାକିସ୍ତାନୀ ଖେଳାଳି ଛଡା ପାକିସ୍ତାନର କାହାକୁ ନଥିଲା ଏଣ୍ଟ୍ରି , କେଉଁଠୁ ଆସିଲେ ପାକିସ୍ତାନ ଦର୍ଶକ

Odisha Sports Bureau

ଏହି ଖେଳାଳିଙ୍କୁ ODI ସିରିଜରୁ ବାଦ ଦିଆଗଲା?

ଭାରତ ପରାସ୍ତ, ୩-୨ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

Odisha Sports Bureau