Cricket

ଲଗାତାର କୋହଲିଙ୍କ ଦ୍ୱିତୀୟ ଶତକ

ପୁଣି ଦେଖିବାକୁ ମିଳିଛି ବିରାଟ କୋହଲିଙ୍କ ବ୍ୟାଟ୍ ର ଯାଦୁ ।  ଆଜି  ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆରେ, ଶତକ ହାସଲ କରିଛନ୍ତି କିଙ୍ଗ୍ କୋହଲି । ସେ ୯୦ ବଲରୁ ଅନ୍ତର୍ଜାତୀୟ ଦିନିକିଆରେ ୫୩ତମ ଶତକ ପୂରଣ କରିଛନ୍ତି । କୋହଲି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଲଗାତାର ଦ୍ଵିତୀୟ ଶତକ ହାସଲ କରିଛନ୍ତି। ରାଞ୍ଚିରେ କିଙ୍ଗ କୋହଲି ୧୨୦ ବଲରୁ ୧୩୫ ରନର ଇନିଂସ ଖେଳିଥିଲେ।

Related posts

ଟି-୨୦ବିଶ୍ୱକପ;ଫାଇନାଲରେ ପାକିସ୍ତାନ

Odisha Sports Bureau

ନ୍ୟୁଜିଲାଣ୍ଡ-ଭାରତ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

Odisha Sports Bureau

ଚେନ୍ନାଇକୁ ୧୩ ରନରେ ହରାଇଲା ବାଙ୍ଗାଲୋର