Uncategorized

ମ୍ୟାଚରେ ବାଧକ ସାଜିପାରେ ବର୍ଷା

କଲମ୍ବୋରେ ବର୍ଷା ହେବା ନେଇ, ପାଣିପାଗ ବିଭାଗ ସତର୍କତା ଜାରି କରିଛି । ଯାହାପରେ ଏବେ  ୧୫ ଫେବ୍ରୁଆରୀରେ ହେବାକୁ ଥିବା ଟି-୨୦ ବିଶ୍ୱ କପରେ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିପାରେ ବର୍ଷା ବୋଲି ଅନୁମାନ କରାଯାଉଛି। ଫେବ୍ରୁଆରୀ ୧୪ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ଏବଂ ୧୫-୧୬ ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ତେଣୁ ଫେବ୍ରୁଆରୀ ୧୬ରୁ ୧୯ ତାରିଖ ମଧ୍ୟରେ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏପରି ବନ୍ୟାର ଆଶଂକା ମଧ୍ୟ କରାଯାଉଛି । ତେବେ ଏହିଭଳି ପରିସ୍ଥିତି, ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

Related posts

ସୁପର୍ ଓଭରରେ ହରାଇଲା ଅଷ୍ଟ୍ରେଲିଆକୁ ଭାରତ

Odisha Sports Bureau

୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ କମିଟିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ

Odisha Sports Bureau

ସ୍ୱଦେଶ ଫେରିଲେ ଭାରତୀୟ ହକି ଦଳ

Odisha Sports Bureau