Football

ରୋନାଲଡୋଙ୍କୁ ପଛରେ ପକାଇ ଇତିହାସ ରଚିଲେ ମେସି

ରୋନାଲଡୋଙ୍କୁ ପଛରେ ପକାଇ ଇତିହାସ ରଚିଲେ ମେସି । ବୁଧବାର ଦିନ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ମେସି ନିଜ କ୍ୟାରିୟରର ୯୦୦ତମ ଗୋଲ୍ ସ୍କୋର କରି ଇତିହାସ ରଚିଛନ୍ତି । କ୍ରିଷ୍ଟିଆନୋ ରୋନାଲଡୋଙ୍କ ପରେ ଦ୍ୱିତୀୟ ପୁରୁଷ ଫୁଟବଲର ଭାବେ ସେ ଏହି ସଫଳତା ପାଇଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି, ରୋନାଲଡୋଙ୍କ ତୁଳନାରେ ମେସି ବହୁତ କମ୍ ମ୍ୟାଚ୍ ଖେଳି ଏହି ସଂଖ୍ୟାରେ ପହଞ୍ଚି ପାରିଛନ୍ତି । କନ୍‌କାକାଫ୍‌ ଚାମ୍ପିଅନ୍ସ କପ୍‌ ରାଉଣ୍ଡ-୧୬ରେ ସେ ଏହି ସଫଳତା ପାଇଥିଲେ।

Related posts

ଫିଫା ବିଶ୍ୱକପ୍ ୨୦୨୬: କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ

ଚାମ୍ପିଆନ୍ସ ଲିଗ୍: ୦-୩ରେ ହାରିଲା ମେସିଙ୍କ ଦଳ

Odisha Sports Bureau

ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତ-କତର ମୁକାବିଲା

Odisha Sports Bureau