Cricket

ମ୍ୟାଚ୍ ଜିତିବା ପରେ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ କିସ୍

ଚଳିତ ବର୍ଷ ଆଇ.ପି.ଏଲ୍ ସିଜିନର ପ୍ରଥମ ମ୍ୟାଚ୍, ଗତକାଲି ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ଓ ସନ୍ ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ୍ ରେ ବାଙ୍ଗାଲୋର, ୬ ଓ୍ୱିକେଟରେ ବିଜୟ ହାସଲ କରିଛି । ଆଉ ଜିତିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଏକ ଫ୍ଲାଇଙ୍ଗ କିସ୍ ଦେଇଥିଲେ ।

ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପ୍ରଥମ ମ୍ୟାଚ୍ RCB ଛଅ ୱିକେଟରେ ଜିତିଥିଲା । ଯେଉଁଥିରେ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ । ଏବଂ ବିଜୟ ପରେ ଡଗ୍ ଆଉଟ୍ କୁ ଫେରିବା ସମୟରେ, ସେ ଷ୍ଟାଡିୟମରେ ଉପସ୍ଥିତ ଅନୁଷ୍କା ଶର୍ମାଙ୍କୁ ଫ୍ଲାଇଙ୍ଗ କିସ୍ ଦେଇଥିଲେ ।

Related posts

ଟେଷ୍ଟ୍ କ୍ରିକେଟରେ ୭୦୦ ୱିକେଟ ନେଇ ରେକର୍ଡ କଲେ ଅଶ୍ୱିନ

ଗାଡିଭିତରେ ରହି ପୋଜ ଦେଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି

Odisha Sports Bureau

ବିରାଟ ଏବଂ ରୋହିତ ଶର୍ମାଙ୍କୁ ସିଧାସଳଖ ନିର୍ଦ୍ଦେଶ ଜାରି କରିଛି ବିସିସିଆଇ ; ଗୋଟିଏ ସର୍ତ୍ତରେ ଟିମ୍ ଇଣ୍ଡିଆରେ ପାଇବେ ସ୍ଥାନ

Odisha Sports Bureau