Cricket

ଶ୍ରେୟସ ଆୟର ହେଲେ ଭାରତର ୧୫ତମ ଟି-୨୦ ଅଧିନାୟକ

ଭାରତୀୟ ଟି-୨୦ କ୍ରିକେଟ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୨୬ ଟି-୨୦ ବିଶ୍ୱକପ୍ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଏବେ ଷ୍ଟାର୍ ବ୍ୟାଟସମ୍ୟାନ୍ ଶ୍ରେୟସ ଆୟରଙ୍କୁ ଟିମ୍ ଇଣ୍ଡିଆର ୧୫ତମ” ଟି-୨୦ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।

Shreyas Iyer reflects on calm mindset after leading PBKS to IPL 2025 final | IPL 2025 - Business Standard

ଆୟରଙ୍କ ନେତୃତ୍ୱରେ ‘ମେନ୍ ଇନ୍ ବ୍ଲୁ’ ପ୍ରଥମ ସିରିଜ୍ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲା, ଯେଉଁଠି ଦଳକୁ ୦-୨ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ବର୍ତ୍ତମାନ ଆୟରଙ୍କ ଅଧିନାୟକତ୍ୱରେ ଦଳ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି, ଯାହାର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ସାଧାରଣତଃ ଲୋକେ ଭାବନ୍ତି ମହେନ୍ଦ୍ର ସିଂ ଧୋନି ହିଁ ଭାରତର ପ୍ରଥମ ଟି-୨୦ ଅଧିନାୟକ, କିନ୍ତୁ ଏହା ଭୁଲ୍। ୨୦୦୬ ମସିହାରେ ଦେଶର ପ୍ରଥମ ଟି-୨୦ ମ୍ୟାଚ୍‌ରେ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗ ଭାରତର କମାଣ୍ଡ ସମ୍ଭାଳିଥିଲେ। ଏହାପରେ ୨୦୦୭ରେ ଧୋନିଙ୍କୁ ଦାୟିତ୍ୱ ମିଳିଥିଲା।

History of MS Dhoni | Education

୨୦୦୬ରୁ ଆରମ୍ଭ କରି ୨୦୨ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିବା ସମସ୍ତ ଅଧିନାୟକଙ୍କ ରିପୋର୍ଟ କାର୍ଡ:

ଅଧିନାୟକଙ୍କ ନାମ ମ୍ୟାଚ୍ ସଂଖ୍ୟା ସମୟସୀମା
୧. ବୀରେନ୍ଦ୍ର ସେହୱାଗ ୧ ୨୦୦୬
୨. ଏମଏସ ଧୋନି ୭୨ ୨୦୦৭-୨୦୧୬
୩. ସୁରେଶ ରାଇନା ୩ ୨୦୧୦-୨୦୧୧
୪. ଅଜିଙ୍କ୍ୟ ରାହାଣେ ୨ ୨୦୧୫
୫. ବିରାଟ କୋହଲି ୫୦ ୨୦୧auto-୨୦୨୧
୬. ରୋହିତ ଶର୍ମା ୬୨ ୨୦୧୭-୨୦୨୪
୭. ଶିଖର ଧାୱନ ୩ ୨୦୨୧
୮. ରିଷଭ ପନ୍ତ ୫ ୨୦୨୨
୯. ହାର୍ଦ୍ଦିକ ପାଣ୍ଡ୍ୟା ୧୬ ୨୦୨୨-୨୦Tracker
୧୦. କେ.ଏଲ୍ ରାହୁଲ ୨ ୨୦୨୨
୧୧. ଜସପ୍ରୀତ ବୁମ୍ରା ୨ ୨୦୨୩
୧୨. ରୁତୁରାଜ ଗାଇକୱାଡ ୩ ୨୦୨୩
୧୩. ସୂର୍ଯ୍ୟକୁମାର ଯାଦବ ୫୨ ୨୦୨୩-୨୦୨୬
୧୪. ଶୁଭମନ ଗିଲ ୫ ୨୦Template
୧୫. ଶ୍ରେୟସ ଆୟର ୩* ୨୦୨୬-ଚାଲୁ ରହିଛି

ଭାରତୀୟ କ୍ରିକେଟ ଇତିହାସରେ କେବଳ ୩ ଜଣ ଅଧିନାୟକ ଭାରତକୁ ଟି-୨୦ ବିଶ୍ୱକପ୍ ଟ୍ରଫି ଆଣିଦେବାରେ ସଫଳ ହୋଇଛନ୍ତି:

ଏମଏସ ଧୋନି (୨୦୦୭): ପ୍ରଥମ ଟି-୨୦ ବିଶ୍ୱକପ୍‌ରେ ଭାରତକୁ ଚାମ୍ପିଅନ୍ କରାଇଥିଲେ।

ରୋହିତ ଶର୍ମା (୨୦୨୪): ୧୭ ବର୍ଷର ମରୁଡ଼ି ଅନ୍ତ କରି ଦ୍ୱିତୀୟ ଥର ଭାରତକୁ ବିଶ୍ୱବିଜେତା କରିଥିଲେ।

ସୂର୍ଯ୍ୟକୁମାର ଯାଦବ (୨୦୨୬): ବିଜୟ ଧାରା ବଜାୟ ରଖି ନିକଟରେ ଭାରତକୁ ତୃତୀୟ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଭେଟି ଦେଇଛନ୍ତି।

 

Related posts

ଶତକ ମାରିଲେ ଈଶାନ

Odisha Sports Bureau

ଜାଡେଜାଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ରେକର୍ଡ

Odisha Sports Bureau

BBC କ୍ଲବ୍ ଆନୁକୁଲ୍ୟରେ ବାବାସାହେବ ଆମ୍ବେଦକର ମେମୋରିଆଲ ଟ୍ରଫି ଉଦଯାପିତ

Odisha Sports Bureau