Shooting

ସୁଟିଂରେ ଆଉ ଏକ ରୌପ୍ୟ ପାଇଲା ଭାରତ

ସୁଟିଂରେ ଭାତରକୁ ପୁଣି ରୌପ୍ୟ ପଦକ । ଜାପାନର ଆଇଚି-ନାଗୋୟା ଠାରେ ଚାଲିଥିବା ଏସିଆନ୍ ଗେମ୍ସରେ ସୋମବାର ସୁଟିଂରେ ଭାତରକୁ ଏହି ରୌପ୍ୟ ପଦକ ମିଳିଛି ।

୨୫ ମିଟର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି ଇଶା ସିଂହ । ଏହାକୁ ମିଶାଇ ଭାରତର ମୋଟ୍ ପଦକ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି ।

ହାଇଦ୍ରାବାଦର ୨୧ ବର୍ଷୀୟା ଖେଳାଳି ତିନୋଟି ‘ସୁଟ୍-ଅଫ୍’ ଜିତିଥିଲେ । ଏହାପରେ ଚୀନ୍‌ର ସିଆଓ ଜିଆରୁଇକ୍ସୁଆନ୍‌ଙ୍କ ବିପକ୍ଷ ସ୍ୱର୍ଣ୍ଣ ପଦକ ମୁକାବିଲାରେ ତାଙ୍କୁ ଆଉ ଦୁଇଟି ସୁଟ୍-ଅଫ୍‌ର ସାମ୍ନା କରିବାକୁ ପଡ଼ିଥିଲା।

 

ଚଳିତ ବର୍ଷର ଏସୀୟ କ୍ରୀଡ଼ା ସୁଟିଂରେ ରୌପ୍ୟ ପଦକକୁ ମିଶାଇ ଏହି କ୍ରିଡ଼ାରେ ତାଙ୍କର ଏହା ଦ୍ୱିତୀୟ ବ୍ୟକ୍ତିଗତ ପଦକ । ୨୦୨୨ ଏସୀୟ କ୍ରୀଡ଼ାରେ ମଧ୍ୟ ସେ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ।

Related posts

ଜୁନିୟର ବନ୍ଧୁକ ଚାଳନା ବିଶ୍ୱ କପ୍: ଭାରତୀୟ ମହିଳା ଟିମ୍ କଲେ ବିଶ୍ୱ ରେକର୍ଡ

ଅନଲାଇନ୍ ସୁଟିଂ: ଇସ୍ରାଏଲ୍ ମାବାରୋଟକୁ ୧୦-୬ରେ ପରାସ୍ତ କଲା ସ୍ପେନୀୟ ଚାନୋସ୍

ନ୍ୟାସନାଲ ସୁଟିଙ୍ଗ୍ ଟ୍ରାୟଲ୍ସରେ ମେହୁଲି ଘୋଷଙ୍କ ବିଜୟ

Odisha Sports Bureau